ସ୍ୱାସ୍ଥ୍ୟ, ପୁଷ୍ଟି ଓ ଶିକ୍ଷାର ମାନ ବଢ଼ାଇବାକୁ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ, ଅଧିକାରୀଙ୍କୁ ଦେଲେ କଡ଼ା ନିର୍ଦ୍ଦେଶ

ଭୁବନେଶ୍ୱର: ରାଜ୍ୟରେ ସ୍ୱାସ୍ଥ୍ୟସେବା, ମହିଳା ଓ ଶିଶୁଙ୍କ ପୁଷ୍ଟି ଏବଂ ବିଦ୍ୟାଳୟ ଶିକ୍ଷାର ଗୁଣାତ୍ମକ ମାନ ବୃଦ୍ଧି କରିବାକୁ ଗୁରୁତ୍ୱ ଦେଇଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଏହି ତିନୋଟି କ୍ଷେତ୍ରରେ ଉନ୍ନତି […]

ଓଡ଼ିଶା ବନ୍ଦକୁ ନେଇ କଂଗ୍ରେସ-ବିଜେପି ମୁହାଁମୁହିଁ

ଭୁବନେଶ୍ୱର, ୯ ଅକ୍ଟୋବର: ଗୁରୁବାର ରାଜ୍ୟବ୍ୟାପୀ ଓଡ଼ିଶା ବନ୍ଦକୁ ନେଇ ରାଜ୍ୟର ରାଜନୀତି ସରଗରମ ହୋଇଛି। କଂଗ୍ରେସ ଓ ବାମପନ୍ଥୀ ଦଳଗୁଡ଼ିକ ପକ୍ଷରୁ ଦିଆଯାଇଥିବା ୧୨ ଘଣ୍ଟିଆ ବନ୍ଦକୁ କଂଗ୍ରେସ ସଫଳ ବୋଲି ଦାବି […]

ଓଡ଼ିଶା ବନ୍ଦକୁ ମିଳିଲା ମିଶ୍ର ପ୍ରତିକ୍ରିୟା, ଶାନ୍ତିପୂର୍ଣ୍ଣ ଭାବେ ସରିଲା ଆନ୍ଦୋଳନ

ଭୁବନେଶ୍ୱର: କଂଗ୍ରେସ ନେତୃତ୍ୱାଧୀନ ଇଣ୍ଡିଆ ମେଣ୍ଟ ପକ୍ଷରୁ ଗୁରୁବାର ଆହୂତ ୧୨ ଘଣ୍ଟିଆ ଓଡ଼ିଶା ବନ୍ଦକୁ ରାଜ୍ୟରେ ମିଶ୍ର ପ୍ରତିକ୍ରିୟା ମିଳିଛି। ରାଜ୍ୟର ଅନେକ ସ୍ଥାନରେ ଯାନବାହନ ଚଳାଚଳ, କୋଇଲା ଉତ୍ପାଦନ ଓ ଖଣିଜ […]

ଶ୍ରୀଲଙ୍କା ଟେଷ୍ଟ ଅଧିନାୟକ ପଦ ଛାଡ଼ିଲେ ଧନଞ୍ଜୟ ଡି ସିଲଭା

କଲମ୍ବୋ: ଶ୍ରୀଲଙ୍କା କ୍ରିକେଟ୍‌ରେ ଆସିଛି ବଡ଼ ପରିବର୍ତ୍ତନ। ଅଲରାଉଣ୍ଡର ଧନଞ୍ଜୟ ଡି ସିଲଭା ଶ୍ରୀଲଙ୍କାର ଟେଷ୍ଟ ଦଳର ଅଧିନାୟକ ପଦରୁ ତୁରନ୍ତ ପ୍ରଭାବରେ ଇସ୍ତଫା ଦେଇଛନ୍ତି। ଗୁରୁବାର ସେ ଶ୍ରୀଲଙ୍କା କ୍ରିକେଟ୍‌ର ଚୟନ କମିଟିକୁ […]

ବେଙ୍ଗାଲୁରୁରେ SIR ବିରୋଧରେ ବଡ଼ ପ୍ରତିବାଦ, ସାମିଲ ହେଲେ ପ୍ରକାଶ ରାଜ ଓ ଧ୍ରୁବ ରାଠୀ

ବେଙ୍ଗାଲୁରୁ: ଭୋଟର ତାଲିକାର Special Intensive Revision (SIR)କୁ ନେଇ ଦେଶରେ ରାଜନୈତିକ ତାତି ବଢ଼ିବାରେ ଲାଗିଛି। ଗୁରୁବାର କର୍ଣ୍ଣାଟକର ବେଙ୍ଗାଲୁରୁସ୍ଥିତ ଫ୍ରିଡମ୍ ପାର୍କରେ SIR ବିରୋଧରେ ବଡ଼ ପ୍ରତିବାଦ ଆୟୋଜିତ ହୋଇଥିଲା। Cockroach […]

ହିରାସତ ପରେ ରାଜଘାଟ ମୁହାଁ ରାହୁଲ ଗାନ୍ଧୀ, ବିରୋଧୀ ସାଂସଦଙ୍କ ବଡ଼ ପ୍ରତିବାଦ

ନୂଆଦିଲ୍ଲୀ: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ଚାଲିଥିବା ବିରୋଧ ପ୍ରଦର୍ଶନକୁ ଆହୁରି ତୀବ୍ର କରିଛି ବିରୋଧୀ ଇଣ୍ଡିଆ ମେଣ୍ଟ। ଲଗାତାର ଦୁଇ ଦିନ ଧରି ରାହୁଲ ଗାନ୍ଧୀ ଓ ଅନ୍ୟ ବିରୋଧୀ […]

୧୨ ଘଣ୍ଟିଆ ଓଡ଼ିଶା ବନ୍ଦରେ ଜନଜୀବନ ପ୍ରଭାବିତ, ଗାଡ଼ି ଚଳାଚଳ ଠପ୍

ଭୁବନେଶ୍ୱର: ଗୁରୁବାର ସାରା ଓଡ଼ିଶାରେ ୧୨ ଘଣ୍ଟିଆ ବନ୍ଦ ପାଳନ ହେଉଛି। INDIA ବ୍ଲକ୍ ପକ୍ଷରୁ ଡକାଯାଇଥିବା ଏହି ବନ୍ଦର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ସାଧାରଣ ଜନଜୀବନ ପ୍ରଭାବିତ ହୋଇଛି। ସକାଳ ୬ଟାରୁ […]

ଜଙ୍ଘର କଳାପଣ ଦୂର କରିବେ କିପରି? ଜାଣନ୍ତୁ ତ୍ୱଚା ବିଶେଷଜ୍ଞଙ୍କ ସହଜ ଟିପ୍ସ

ଭୁବନେଶ୍ୱର: ତ୍ୱଚାର ଯତ୍ନ ନେବା ସମୟରେ ଅନେକ ଲୋକ ମୁହଁ, ହାତ ଓ ଗୋଡ଼ ପ୍ରତି ଅଧିକ ଧ୍ୟାନ ଦିଅନ୍ତି। କିନ୍ତୁ ଶରୀରର କିଛି ଅଂଶରେ ଧୀରେ ଧୀରେ କଳାପଣ ଦେଖାଦେଲେ ତାହାକୁ ଅଣଦେଖା […]

୬୫ ଦିନ ପରେ ଶନି ହେବେ ମାର୍ଗୀ, ୬ ରାଶିକୁ ମିଳିବ ବଡ଼ ଆଶ୍ୱସ୍ତି

ନୂଆଦିଲ୍ଲୀ: ବୈଦିକ ଜ୍ୟୋତିଷ ଅନୁସାରେ ଶନିଦେବଙ୍କ ଚଳନର ବିଶେଷ ମହତ୍ତ୍ୱ ରହିଛି। ଶନିଙ୍କୁ କର୍ମଫଳଦାତା ଏବଂ ନ୍ୟାୟର ଦେବତା ବୋଲି ମାନ୍ୟତା ଦିଆଯାଏ। ଶନିଙ୍କ ଚଳନ ପରିବର୍ତ୍ତନର ପ୍ରଭାବ ମଣିଷର କର୍ମ, ଚାକିରି, ବ୍ୟବସାୟ, […]

୭୫ ବର୍ଷରେ ନାନା ପାଟେକରଙ୍କ ପରଲୋକ, ଜାଣନ୍ତୁ ତାଙ୍କ ‘ପ୍ରଥମ ପ୍ରେମ’ର କାହାଣୀ

ମୁମ୍ବାଇ: ଭାରତୀୟ ସିନେମା ଜଗତର ଅନ୍ୟତମ ଭେଟେରାନ ଅଭିନେତା ତଥା ନିର୍ଦ୍ଦେଶକ ନାନା ପାଟେକରଙ୍କ ୭୫ ବର୍ଷ ବୟସରେ ପରଲୋକ ହୋଇଛି। ଗୁରୁବାର ସକାଳେ ଗୋଆସ୍ଥିତ ତାଙ୍କ ବାସଭବନରେ ସେ ଅସୁସ୍ଥ ହୋଇପଡ଼ିଥିଲେ। ପରେ […]