ଅନୁଗୋଳ ଜିଲ୍ଲାର ନୂତନ ଉପଜିଲ୍ଲାପାଳ ଭାବେ ଆଶିଷ ରଞ୍ଜନ ସାହୁ ଦାୟିତ୍ୱ ଗ୍ରହଣ କରିଛନ୍ତି। ସେ ପୂର୍ବତନ ଉପଜିଲ୍ଲାପାଳ ମାୟାଧର ବେହେରାଙ୍କଠାରୁ ଦାୟିତ୍ୱ ନେଇଛନ୍ତି। ନୂତନ ଭାବେ ଯୋଗଦାନ ପରେ ଉପଜିଲ୍ଲାପାଳ କାର୍ଯ୍ୟାଳୟର ଅଧିକାରୀ […]
Archives
ପ୍ରେମାନନ୍ଦ ମହାରାଜଙ୍କୁ କ୍ଷମା ମାଗିଲେ ଫଳାହାରୀ ବାବା
ବୃନ୍ଦାବନର ପ୍ରସିଦ୍ଧ ସନ୍ଥ ପ୍ରେମାନନ୍ଦ ମହାରାଜ ଓ ଭାରତୀୟ କ୍ରିକେଟର ବିରାଟ କୋହଲିଙ୍କୁ ନେଇ ଦେଇଥିବା ବିବାଦୀୟ ବୟାନ ପାଇଁ ଶେଷରେ କ୍ଷମା ମାଗିଛନ୍ତି ଦିନେଶ ଶର୍ମା ଓରଫ ଫଳାହାରୀ ମହାରାଜ। ବିରାଟ କୋହଲିଙ୍କୁ […]
INDIA ମେଣ୍ଟକୁ CJI ସୂର୍ଯ୍ୟକାନ୍ତଙ୍କ ଝଟକା, ରାହୁଲ ଗାନ୍ଧୀଙ୍କ ସହ ସାକ୍ଷାତ ପାଇଁ ମନା କଲେ
ଦେଶର ନିର୍ବାଚନ ପ୍ରକ୍ରିୟା ଓ ଭୋଟର ତାଲିକା ସଂଶୋଧନକୁ ନେଇ ରାଜନୈତିକ ଉତ୍ତେଜନା ମଧ୍ୟରେ ବିରୋଧୀ ମେଣ୍ଟ INDIAକୁ ଏକ ବଡ଼ ଝଟକା ଲାଗିଛି। ଭାରତର ସର୍ବୋଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି (CJI) ଜଷ୍ଟିସ୍ […]
ଗଛ କାଟିବା ମାମଲାରେ NIT ରାଉରକେଲାକୁ ଝଟକା, ଆବେଦନ ଖାରଜ କଲେ କୋର୍ଟ
ଓଡ଼ିଶାର ରାଉରକେଲାସ୍ଥିତ ଜାତୀୟ ପ୍ରଯୁକ୍ତି ପ୍ରତିଷ୍ଠାନ (NIT)କୁ ଏକ ଗୁରୁତ୍ୱପୂର୍ଣ୍ଣ ମାମଲାରେ ଝଟକା ଲାଗିଛି। କ୍ୟାମ୍ପସରେ ନୂଆ କୋଠା ନିର୍ମାଣ ପାଇଁ ୧,୮୭୨ଟି ଗଛ କାଟିବା ପ୍ରସଙ୍ଗରେ ଚାଲିଥିବା ମାମଲାକୁ ଖାରଜ କରିବା ପାଇଁ […]
ଗଞ୍ଜାମରେ ନୃଶଂସ ହତ୍ୟା! ୫୦ ବର୍ଷୀୟ ବ୍ୟକ୍ତିଙ୍କୁ କାଠ ଫାଳିଆରେ ପିଟି ମାରିଦେଲା ଯୁବକ
ଗଞ୍ଜାମ ଜିଲ୍ଲାରେ ଏକ ପାରିବାରିକ ବିବାଦକୁ କେନ୍ଦ୍ର କରି ଘଟିଛି ଏକ ଦୁଃଖଦ ହତ୍ୟାକାଣ୍ଡ। ଜଣେ ୫୦ ବର୍ଷୀୟ ବ୍ୟକ୍ତିଙ୍କୁ ଜଣେ ଯୁବକ କାଠ ଫାଳିଆରେ ଆକ୍ରମଣ କରି ହତ୍ୟା କରିଥିବା ଅଭିଯୋଗ ହୋଇଛି। […]
ପାରାଦୀପର CEMC ହେବ ଉତ୍କର୍ଷ କେନ୍ଦ୍ର, ଉପକୂଳ ପରିବେଶ ସୁରକ୍ଷାକୁ ମିଳିବ ନୂଆ ଦିଗ
ଓଡ଼ିଶାର ଉପକୂଳ ପରିବେଶ ସୁରକ୍ଷା ଓ ପ୍ରଦୂଷଣ ନିୟନ୍ତ୍ରଣକୁ ଅଧିକ ସୁଦୃଢ଼ କରିବା ଲକ୍ଷ୍ୟରେ ପାରାଦୀପସ୍ଥିତ କୋଷ୍ଟାଲ ଏନଭାଇରନମେଣ୍ଟାଲ ମନିଟରିଂ ନୋଡାଲ ସେଣ୍ଟର (CEMC)କୁ ଏକ ଉତ୍କର୍ଷ କେନ୍ଦ୍ର ବା ସେଣ୍ଟର ଅଫ୍ ଏକ୍ସଲେନ୍ସ […]
ଓଡ଼ିଶାର ୬୦ କଲେଜରେ ୨୫୨ ପଦ ହାତେଇଲା ABVP
ଭୁବନେଶ୍ୱର, ୧୨ ଅକ୍ଟୋବର: ଓଡ଼ିଶାରେ ଦୀର୍ଘ ପ୍ରାୟ ୯ ବର୍ଷର ବ୍ୟବଧାନ ପରେ ଛାତ୍ର ସଂସଦ ନିର୍ବାଚନ ହେବାକୁ ଯାଉଥିବା ବେଳେ କଲେଜ କ୍ୟାମ୍ପସରେ ରାଜନୈତିକ ଉତ୍ସାହ ବଢ଼ିବାରେ ଲାଗିଛି। ଆସନ୍ତା ଅକ୍ଟୋବର ୧୫ […]
ସକାଳେ ପେଟ ସଫା ହେଉନାହିଁ କି? ଖାଦ୍ୟପେୟରେ କରନ୍ତୁ ଏହି ପରିବର୍ତ୍ତନ
ଅନେକ ଲୋକ ସକାଳେ ଶୌଚାଳୟ ଯିବା ପରେ ମଧ୍ୟ ପେଟ ଠିକ୍ ଭାବେ ସଫା ହୋଇନଥିବା ଅନୁଭବ କରନ୍ତି। କେତେକଙ୍କୁ ମଳତ୍ୟାଗ ସମୟରେ ଅଧିକ ଚାପ ପକାଇବାକୁ ପଡ଼ିଥାଏ, ଆଉ କେତେକଙ୍କର ମଳ କଠିନ […]
ବିବାହ କରିବେ ମିଷ୍ଟର ଫୈଜୁ! ଧଳା ବୁର୍ଖାରେ ନଜର ଆସିଲେ ଭାବି ପତ୍ନୀ, ମଦିନାରେ ହେବ ନିକାହ
ମନୋରଞ୍ଜନ ଜଗତରେ ଏବେ ସୋସିଆଲ ମିଡିଆ ଷ୍ଟାର ମିଷ୍ଟର ଫୈଜୁଙ୍କ ବିବାହକୁ ନେଇ ଜୋରଦାର ଚର୍ଚ୍ଚା ଚାଲିଛି। ମିଷ୍ଟର ଫୈଜୁ ନାମରେ ପରିଚିତ ଫୈସଲ ଶେଖ ଖୁବଶୀଘ୍ର ବିବାହ କରିବାକୁ ଯାଉଥିବା ଖବର ତାଙ୍କ […]
ଶନିଙ୍କ ନକ୍ଷତ୍ର ପରିବର୍ତ୍ତନ: ୫ ରାଶିଙ୍କ ଭାଗ୍ୟରେ ଆସିପାରେ ବଡ଼ ପରିବର୍ତ୍ତନ, ଧନ ଓ କ୍ୟାରିୟରରେ ମିଳିପାରେ ଲାଭ
ବୈଦିକ ଜ୍ୟୋତିଷ ଅନୁସାରେ, ଶନିଦେବଙ୍କୁ କର୍ମ, ନ୍ୟାୟ ଓ ଶୃଙ୍ଖଳାର ପ୍ରତୀକ ଭାବେ ଗ୍ରହଣ କରାଯାଏ। ଶନିଙ୍କ ଗତି ଓ ନକ୍ଷତ୍ର ପରିବର୍ତ୍ତନକୁ ଜ୍ୟୋତିଷ ଶାସ୍ତ୍ରରେ ବିଶେଷ ଗୁରୁତ୍ୱ ଦିଆଯାଏ। ଜ୍ୟୋତିଷୀୟ ଗଣନା ଅନୁସାରେ, […]
