ରାତାରାତି ମଦ୍ୟପାନ ଛାଡ଼ିଥିଲେ ଅଭିନେତା ଫରଦିନ୍ ଖାନ୍‌! ଜାଣନ୍ତୁ ମଦ ଛାଡ଼ିବା ପରେ ଶରୀର ଓ ମସ୍ତିଷ୍କରେ କ’ଣ ହୁଏ

ନୂଆଦିଲ୍ଲୀ: ବଲିଉଡ୍ ଅଭିନେତା ଫରଦିନ୍ ଖାନ୍ ନିଜ ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ସମ୍ପର୍କରେ ଖୋଲାଖୋଲି ଆଲୋଚନା କରିଥିଲେ। ସେ ମଦ୍ୟପାନ ଛାଡ଼ିବା ପରେ ତାଙ୍କ ଜୀବନରେ କିପରି ପରିବର୍ତ୍ତନ ଆସିଥିଲା, ସେ ବିଷୟରେ […]

ଶେୟାର ବଜାରରେ ହାହାକାର! ୬୦୦ ପଏଣ୍ଟରୁ ଅଧିକ ଖସିଲା ସେନସେକ୍ସ, ନିଫ୍ଟିରେ ବି ବଡ଼ ହ୍ରାସ

ଭାରତୀୟ ଶେୟାର ବଜାରରେ ଗୁରୁବାର କାରବାର ଆରମ୍ଭରୁ ଚାପ ଦେଖିବାକୁ ମିଳିଛି। ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ (BSE)ର ସେନସେକ୍ସ ଏବଂ ନ୍ୟାସନାଲ୍ ଷ୍ଟକ୍ ଏକ୍ସଚେଞ୍ଜ (NSE)ର ନିଫ୍ଟି ହ୍ରାସ ସହ କାରବାର ଆରମ୍ଭ କରିଥିଲେ। […]

ପିଲାଙ୍କୁ ବି ହୋଇପାରେ ଗଣ୍ଠିବାତ ରୋଗ! ଜାଣନ୍ତୁ ଜୁଭେନାଇଲ୍ ଆର୍ଥ୍ରାଇଟିସ୍‌ର ଲକ୍ଷଣ ଓ ଚିକିତ୍ସା

ନୂଆଦିଲ୍ଲୀ: ସାଧାରଣତଃ ଗଣ୍ଠିବାତ ବା ଆର୍ଥ୍ରାଇଟିସ୍‌କୁ ବୟସ୍କ ଲୋକଙ୍କ ରୋଗ ବୋଲି ଅନେକେ ଭାବିଥାନ୍ତି। କିନ୍ତୁ ଏହି ଧାରଣା ସମ୍ପୂର୍ଣ୍ଣ ଠିକ୍‌ ନୁହେଁ। ଛୋଟ ପିଲା ଓ କିଶୋରକିଶୋରୀମାନଙ୍କୁ ମଧ୍ୟ ଗଣ୍ଠିବାତ ହୋଇପାରେ। ଏହି […]

ଘରର ଏହି ୩ଟି ସ୍ଥାନରେ ପାହାଚ ତଳେ ଭୁଲରେ ବି ତିଆରି କରନ୍ତୁ ନାହିଁ ଏହି ଜିନିଷ, ଜାଣନ୍ତୁ କ’ଣ କହୁଛି ବାସ୍ତୁଶାସ୍ତ୍ର

ଘର ତିଆରି କରିବା ସମୟରେ ଅନେକ ଲୋକ ବାସ୍ତୁଶାସ୍ତ୍ରର ନିୟମକୁ ଗୁରୁତ୍ୱ ଦେଇଥାନ୍ତି। ଘରର ମୁଖ୍ୟ ଦ୍ୱାରଠାରୁ ଆରମ୍ଭ କରି ରୋଷେଇ ଘର, ପୂଜାଘର ଓ ପାହାଚର ଦିଗ ପର୍ଯ୍ୟନ୍ତ ବିଭିନ୍ନ ବିଷୟ ଉପରେ […]

ମଧ୍ୟପ୍ରଦେଶର ରାଜ୍ୟସଭା ଆସନ ପାଇଁ ଉପନିର୍ବାଚନ ଘୋଷଣା, ନଭେମ୍ବର ୧୨ରେ ଭୋଟିଂ

ନୂଆଦିଲ୍ଲୀ: ମଧ୍ୟପ୍ରଦେଶରୁ ଖାଲି ପଡ଼ିଥିବା ରାଜ୍ୟସଭା ଆସନ ପାଇଁ ଉପନିର୍ବାଚନ ଘୋଷଣା କରିଛନ୍ତି ଭାରତୀୟ ନିର୍ବାଚନ ଆୟୋଗ। ପୂର୍ବତନ କେନ୍ଦ୍ରମନ୍ତ୍ରୀ ଏଲ୍‌. ମୁରୁଗନ୍‌ ରାଜ୍ୟସଭା ସଦସ୍ୟ ପଦରୁ ଇସ୍ତଫା ଦେବା ପରେ ଏହି ଆସନ […]

ନୂଆହତାରେ ଗୋଚର ଜମି ଜବରଦଖଲ ଅଭିଯୋଗ

ବଅଁରପାଳ ବ୍ଲକ୍ ନୂଆହତା ପଞ୍ଚାୟତର ଗୋପାଳସାହି ଅଞ୍ଚଳରେ ସରକାରୀ ଗୋଚର ଜମି ଜବରଦଖଲ କରାଯାଇଥିବା ଏବଂ ସେଠାରେ ବିଦ୍ୟୁତ୍ ଟ୍ରାନ୍ସଫର୍ମର ସ୍ଥାପନ ହୋଇଥିବା ନେଇ ଅଭିଯୋଗ ଉଠିଛି। ଏହାଦ୍ଵାରା ଗୋରୁଗାଈଙ୍କ ଚରିବାରେ ସମସ୍ୟା ସୃଷ୍ଟି […]

ଆଜି ବି ଦର୍ଶକଙ୍କ ମନରେ ରାଜ୍ କରୁଛି ‘କିତନା ହସିନ୍ ଚେହେରା’, କୁମାର ସାନୁଙ୍କ କଣ୍ଠରେ ରୋମାଣ୍ଟିକ୍ ଗୀତର ଯାଦୁ

ମୁମ୍ବାଇ: ବଲିଉଡ୍‌ର ୯୦ ଦଶକର ରୋମାଣ୍ଟିକ୍ ଗୀତ କଥା ଉଠିଲେ ଆଜି ବି ଅନେକ ସଙ୍ଗୀତପ୍ରେମୀଙ୍କ ମନକୁ ଆସିଯାଏ ‘କିତନା ହସିନ୍ ଚେହେରା’। ଅଭିନେତା ଅଜୟ ଦେବଗନ ଓ ରବିନା ଟଣ୍ଡନଙ୍କ ଉପରେ ଚିତ୍ରିତ […]

ଦାଉଦ ଇବ୍ରାହିମ୍‌ଙ୍କ ‘ଡି-କମ୍ପାନୀ’କୁ ଭାରତୀୟ ସଂଗଠନ କହିବା ନେଇ ଜାତିସଂଘକୁ ଭାରତର କଡ଼ା ଜବାବ

ଅଣ୍ଡରୱାର୍ଲ୍ଡ ଡନ୍‌ ଦାଉଦ ଇବ୍ରାହିମ୍‌ଙ୍କ ଅପରାଧୀ ସଂଗଠନ ‘ଡି-କମ୍ପାନୀ’କୁ ‘ଭାରତ ଭିତ୍ତିକ’ ସଂଗଠନ ବୋଲି ବର୍ଣ୍ଣନା କରାଯିବାକୁ ନେଇ ଜାତିସଂଘରେ ତୀବ୍ର ଆପତ୍ତି ଉଠାଇଛି ଭାରତ। ଜାତିସଂଘର ଜଣେ ସ୍ୱତନ୍ତ୍ର ପ୍ରତିନିଧିଙ୍କ ରିପୋର୍ଟରେ ଏଭଳି […]

ଇଣ୍ଡିଆ କେମ୍ ୨୦୨୬ରେ ଓଡ଼ିଶାର ବଡ଼ ନିବେଶ ଯୋଜନା, ରାସାୟନିକ ଓ ପେଟ୍ରୋକେମିକାଲ୍‌ ଶିଳ୍ପ ପାଇଁ ନିବେଶକଙ୍କୁ ଆକର୍ଷିତ କରିବେ ମୁଖ୍ୟମନ୍ତ୍ରୀ

ଓଡ଼ିଶାକୁ ରାସାୟନିକ ଓ ପେଟ୍ରୋକେମିକାଲ୍‌ ଶିଳ୍ପର ଏକ ପ୍ରମୁଖ କେନ୍ଦ୍ର ଭାବେ ଗଢ଼ିତୋଳିବା ଲକ୍ଷ୍ୟରେ ରାଜ୍ୟ ସରକାର ନୂଆ ପଦକ୍ଷେପ ନେଇଛନ୍ତି। ମୁମ୍ବାଇରେ ଆୟୋଜିତ ହେଉଥିବା ‘ଇଣ୍ଡିଆ କେମ୍‌ ୨୦୨୬’ କାର୍ଯ୍ୟକ୍ରମରେ ଓଡ଼ିଶା ନିଜର […]

ଓଡ଼ିଶା ପୁଲିସର ଜାତୀୟ ମୋଟରସାଇକେଲ ରାଲି, ନିଶାମୁକ୍ତ ଭାରତ ଗଠନ ପାଇଁ ସଚେତନତା ବାର୍ତ୍ତା

ଅନୁଗୋଳ: ନିଶା ବିରୋଧରେ ଜନସଚେତନତା ସୃଷ୍ଟି କରିବା ସହ ଦେଶର ଏକତା ଓ ଅଖଣ୍ଡତାର ବାର୍ତ୍ତା ପ୍ରଚାର କରିବା ଲକ୍ଷ୍ୟରେ ଆୟୋଜିତ ଜାତୀୟ ମୋଟରସାଇକେଲ ରାଲିକୁ ନେଇ ବିଭିନ୍ନ ସ୍ଥାନରେ ଉତ୍ସାହ ଦେଖିବାକୁ ମିଳୁଛି। […]