ତାଳଚେର, :ବଡ଼ଯୋରଡ଼ା ଗ୍ରାମବାସୀଙ୍କୁ ଦୀର୍ଘ ୪୧ ବର୍ଷ ହେଲା ହିଙ୍ଗୁଳା କରାଯାଉନଥିବାରୁ ଅସନ୍ତୋଷ ପ୍ରକାଶ ପାଇଛି। ମଙ୍ଗଳବାର ଜମିହରା ପ୍ରଜା ଏକତ୍ରିତ ହୋଇ ହିଙ୍ଗୁଳା କ୍ଷେତ୍ର କାର୍ଯ୍ୟାଳୟ ଫାଟକରେ ତାଲା ପକାଇ ଆନ୍ଦୋଳନ କରିଛନ୍ତି।ସୂଚନା […]
Archives
ବିଳମ୍ବିତ ବର୍ଷାରେ କଣିହାଁରେ ଚାଷକାମ ବ୍ୟାହତ, ୧୨ ହଜାର ହେକ୍ଟର ଜମି ପଡ଼ିଆ
କଣିହାଁ: ଚଳିତବର୍ଷ ବର୍ଷାର ଅନିୟମିତତା ଓ ବିଳମ୍ବିତ ବର୍ଷା ଯୋଗୁ କଣିହାଁ ବ୍ଲକ୍ରେ ଚାଷ କାର୍ଯ୍ୟ ଗୁରୁତର ଭାବେ ପ୍ରଭାବିତ ହୋଇଛି। ଆବଶ୍ୟକ ସମୟରେ ବର୍ଷା ନହେବା ଏବଂ ପରେ ଲଗାଣ ବର୍ଷା ହେବା […]
ଓଡ଼ିଶାରେ ଜାରି ରହିବ ବର୍ଷା, ୧୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
ଭୁବନେଶ୍ୱର: ଓଡ଼ିଶାରେ ଜାରି ରହିଥିବା ବର୍ଷାରେ ବୁଧବାର ସାମାନ୍ୟ ହ୍ରାସ ଘଟିପାରେ। ତେବେ ରାଜ୍ୟରୁ ବର୍ଷାର ସମ୍ପୂର୍ଣ୍ଣ ବିରତି ମିଳିବ ନାହିଁ। ଆସନ୍ତା କିଛି ଦିନ ଧରି ରାଜ୍ୟର ବିଭିନ୍ନ ଅଞ୍ଚଳରେ ବର୍ଷା ଜାରି […]
ଅନୁଗୋଳ ସହରରେ ବିକ୍ରି ହେଉଥିଲା ବାସୀ ଖାଦ୍ୟ, ଖାଦ୍ୟ ସୁରକ୍ଷା ବିଭାଗର ଚଢ଼ାଉ
ଅନୁଗୋଳ: ଅନୁଗୋଳ ସହରର ବିଭିନ୍ନ ଅଞ୍ଚଳରେ ବାସୀ ଓ ନିମ୍ନମାନର ଖାଦ୍ୟ ବିକ୍ରି ହେଉଥିବା ଅଭିଯୋଗ ପରେ ଖାଦ୍ୟ ସୁରକ୍ଷା ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି। ସହରର ବିଭିନ୍ନ ଫାଷ୍ଟଫୁଡ୍ ଓ ଜଳଖିଆ ଦୋକାନରେ […]
ନେପାଳ ବନ୍ୟାରେ ହୃଦୟବିଦାରକ ଦୃଶ୍ୟ, ମାଲିକଙ୍କୁ ଖୋଜି ଧ୍ୱଂସାବଶେଷ ଉପରେ ଜଗି ରହିଛି ବିଶ୍ୱସ୍ତ କୁକୁର
କାଠମାଣ୍ଡୁ: ନେପାଳରେ ଭୟଙ୍କର ବନ୍ୟା ଓ ବର୍ଷା ଯୋଗୁଁ ବ୍ୟାପକ ଧ୍ୱଂସ ଘଟିଥିବା ବେଳେ ଏକ କୁକୁରର ଦୃଶ୍ୟ ଏବେ ସମସ୍ତଙ୍କ ହୃଦୟକୁ ଛୁଇଁଯାଇଛି। ବନ୍ୟାରେ ଘର ଭାସିଯାଇଛି, ଅନେକ ଲୋକ ନିଖୋଜ ଅଛନ୍ତି। […]
‘ମୁଁ ମୋ କପୁର ପରିବାରଠାରୁ ଟିକେ ଅଲଗା’- କରୀନା କପୁର
ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ କରୀନା କପୁର ଖାନ୍ ନିଜ ଅଭିନୟ ସହ ନିଜର ସ୍ପଷ୍ଟବାଦୀ ମନୋଭାବ ପାଇଁ ମଧ୍ୟ ପରିଚିତ। ଏବେ ତାଙ୍କ ଆଗାମୀ ଫିଲ୍ମ **‘ଦାୟରା’**କୁ ନେଇ ଚର୍ଚ୍ଚା ଜୋର ଧରିଛି। ଫିଲ୍ମର […]
ନେପାଳରେ ବନ୍ୟାର ଭୟଙ୍କର ତାଣ୍ଡବ, ଗୋଟିଏ ଘରୁ ମିଳିଲା ୨୪ ମୃତଦେହ; ମୃତ୍ୟୁସଂଖ୍ୟା ୯୩୯
କାଠମାଣ୍ଡୁ: ନେପାଳରେ ଭୟଙ୍କର ବନ୍ୟା ଓ ଭୂସ୍ଖଳନ ପରେ ପରିସ୍ଥିତି ଦିନକୁ ଦିନ ଅଧିକ ଭୟାବହ ହେବାରେ ଲାଗିଛି। ବନ୍ୟାର ଧ୍ୱଂସାବଶେଷ ମଧ୍ୟରୁ ମୃତଦେହ ଉଦ୍ଧାର ଜାରି ରହିଥିବା ବେଳେ ଗୋଟିଏ ଘର ଭିତରୁ […]
ପୀତବାସ ପଣ୍ଡା ହତ୍ୟା ମାମଲା: ପୂର୍ବତନ ବିଜେଡି ବିଧାୟକ ବିକ୍ରମ ପଣ୍ଡାଙ୍କୁ ଜାମିନ
ଭୁବନେଶ୍ୱର: ବରିଷ୍ଠ ଆଇନଜୀବୀ ତଥା ବିଜେପି ନେତା ପୀତବାସ ପଣ୍ଡା ହତ୍ୟା ମାମଲାରେ ବଡ଼ ମୋଡ଼ ଆସିଛି। ଏହି ମାମଲାରେ ଗିରଫ ହୋଇଥିବା ବ୍ରହ୍ମପୁରର ପୂର୍ବତନ ବିଜେଡି ବିଧାୟକ ତଥା ବିଜେଡି ଗଞ୍ଜାମ ଜିଲ୍ଲା […]
ନେପାଳ ବନ୍ୟାର ଭୟଙ୍କର ଅନୁଭୂତି ବଖାଣିଲେ ଭଦ୍ରକର ରମେଶ
ଭଦ୍ରକ: ନେପାଳରେ ଭୟାବହ ଫ୍ଲାସ୍ ଫ୍ଲଡ୍ରେ ଫସି ଯାଇଥିବା ଭଦ୍ରକ ଜିଲ୍ଲା ଚାନ୍ଦବାଲି ଅଞ୍ଚଳର ଜଣେ ବ୍ୟକ୍ତି ସୁରକ୍ଷିତ ଭାବେ ଘରକୁ ଫେରିବା ପରେ ନିଜର ଲୋମଟାଙ୍କୁରା ଅନୁଭୂତି ବଖାଣିଛନ୍ତି। ନେପାଳରେ ବନ୍ୟାର ଭୟଙ୍କର […]
ସୁନା ସଫା ନାଁରେ ଲୁଟ୍, ୪ ଗିରଫ
ଅନୁଗୋଳ: ସୁନା ଅଳଙ୍କାର ସଫା କରିଦେବାର ପ୍ରଲୋଭନ ଦେଖାଇ ଲୋକଙ୍କଠାରୁ ସୁନା ଲୁଟ୍ କରୁଥିବା ଏକ ଆନ୍ତଃରାଜ୍ୟ ଲୁଟେରା ଗ୍ୟାଙ୍ଗକୁ ଧରିବାରେ ଅନୁଗୋଳ ପୋଲିସ ସଫଳ ହୋଇଛି। ଛେଣ୍ଡିପଦା ଓ କୋଶଳା ଅଞ୍ଚଳରେ ଦୁଇ […]
