MCL  ସମସ୍ୟାକୁ ନେଇ ବିଧାୟକଙ୍କୁ ଭେଟିଲେ କୁସୁମପାଳ ଗ୍ରାମବାସୀ

ଅନୁଗୁଳ ଜିଲ୍ଲା ତାଳଚେର ବ୍ଲକ୍ ର କୁସୁମପାଳ ଗ୍ରାମବାସୀ ତଥା ଅନୁଗୁଳ ଜିଲ୍ଲା ବିଜେଡି ସଭାପତି ବ୍ରଜକିଶୋର ପ୍ରଧାନଙ୍କୁ ଭେଟି MCL ସମ୍ବନ୍ଧିୟ ବିଭିନ୍ନ ସମସ୍ୟା ଜଣାଇଛନ୍ତି। ଗ୍ରାମବାସୀ ବିଧାୟମାନଙ୍କ ସହ ଗ୍ରାମର ବିକାଶ ମୂଳକ କାର୍ଯ୍ଯ ନେଇ ମଧ୍ୟ ବିସ୍ତୃତ ଆଲୋଚନା କରିଛନ୍ତି।

ବିଧାୟକ ଶ୍ରୀ ପ୍ରଧାନ ଲୋକଙ୍କ ସମସ୍ୟା ଶୁଣିବା ପରେ ତୁରନ୍ତ ସମାଧାନ ପାଇଁ ପଦକ୍ଷେପ ନେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।

Leave a Reply