ବ୍ରାହ୍ମଣୀ ନଦୀ ରେ ଭାସି ଯାଇ ୩ ମୃତ 24 ଘଣ୍ଟା ପରେ ଉଦ୍ଧାର ହେଲା ଅନ୍ୟ ଦୁଇ ମୃତ ଦେହ

ତାଳଚେର ବ୍ରାହ୍ମଣୀ ନଦୀରେ ତିନି ସାଙ୍ଗ ଭାସିଯିବା ଘଟଣା ଏବେ ମିଳିଲା ଆଉ ଦୁଇ ଜଣଙ୍କ ମୃତ ଦେହ । ନିଖୋଜ ଶକ୍ତି ସାହୁ ଙ୍କ ମୃତ ଦେହ ସକାଳ ସମୟରେ ଓ ପ୍ରୀନ୍ସ ଲୋ଼ହାରଙ୍କ ମୃତ ଦେହ ଅପରାହ୍ନ ସମୟରେ ସରାଙ୍ଗ ନିକଟ ଅନନ୍ତଶୟନ ନିକଟରୁ ଉଦ୍ଧାର କରାଯାଇଛି ।ଗତକାଲି ଗଣେଶ ଗୋଛାୟାତଙ୍କ ମୃତ ଦେହ ଉଦ୍ଧାର କରାଯାଇଥିବା ବେଳେ ଦୁଇ ଜଣ ସାଙ୍ଗ ନିଖୋଜ ରହିଥିଲେ । ଅଗ୍ନିଶମ ବିଭାଗ ପକ୍ଷରୁ ସର୍ଚ୍ଚ ଅପରେସନ କରି ଦୁଇ ମୃତ ଦେହକୁ ଉଦ୍ଧାର କରିଥିବା ଜଣାପଡ଼ିଛି । ଗତକାଲି ତାଳଚେର ବ୍ରାହ୍ମଣୀ ନଦୀ ତୁଠ ନିକଟକୁ ୮ ଜଣ ସାଙ୍ଗ ଗାଧୋଇବାକୁ ଯାଇଥିବା ବେଳେ ଘଟିଥିଲା ଏହି ଅଘଟଣ । ଜଣେ ସାଙ୍ଗ ବୁଡି ଯାଉଥିବା ବେଳେ ତାକୁ ବଞ୍ଚାଇବାକୁ ଯାଇ ଆଉ ଦୁଇ ସାଙ୍ଗ ନଦୀର ଗଭୀର ସ୍ରୋତରେ

Leave a Reply