mcl ତାଳଚେର ହିଙ୍ଗୁଳା କୋଇଲା କ୍ଷେତ୍ର ପ୍ରତିଭା ମହିଳା ମଣ୍ଡଳ ତରଫରୁ ପୁରୁଣାକୋଟ ଥାନା ସାତକୋଶିଆ ଅଭୟାରଣ୍ୟ ଅନ୍ତର୍ଗତ ଅଧିବାସୀ ଅଧୁଷତ ପବଲା ଗ୍ରାମରେ ଶହେ ପରିବାରକୁ ଶୀତବସ୍ତ୍ର ସହିତ ରାସନ ସାମଗ୍ରୀ ବିତରଣ କରାଯାଇଛି
ମହିଳା ମଣ୍ଡଳର ସଭାନେତ୍ରୀ ଅସ୍କିତା ଯୋଶୀ, ସମ୍ପାଦିକା ମାଲା ଭେଙ୍କଟେସନ ଓ ସୁଚିତ୍ରା ସେଠୀଙ୍କ ନେତୃତ୍ୱରେ ଗ୍ରାମବାସୀଙ୍କୁ ଏହି ସାମଗ୍ରୀ ବଣ୍ଟନ କରାଯାଇଥିଲା ମହିଳା ମଣ୍ଡଳ ପକ୍ଷରୁ ଅନେକ ସମୟରେ ଅସହାୟ ମାନଙ୍କୁ ସହଯୋଗ କରାଯାଉଛି
