ଓଡ଼ିଶାରେ ଦୀର୍ଘ ୮ ବର୍ଷ ପରେ ଫେରିଥିବା ଛାତ୍ର ସଂସଦ ନିର୍ବାଚନରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ABVP) ଆଗରେ ରହିଥିବା ବେଳେ ବିଜୁ ଛାତ୍ର ଜନତା ଦଳ (BCJD) ଜୋରଦାର ଟକ୍କର ଦେଇଛି। […]
Tag: studentelection
ଛାତ୍ର ନେତାଙ୍କୁ ଡରାଇବାକୁ ପୋଲିସର ବ୍ୟବହାର କରୁଛି ବିଜେପି ସରକାର!ବିଜେଡିର ସଙ୍ଗିନ ଅଭିଯୋଗ
ଓଡ଼ିଶାରେ ଛାତ୍ର ସଂସଦ ନିର୍ବାଚନକୁ ନେଇ ରାଜନୈତିକ ଉତ୍ତେଜନା ବଢ଼ିବାରେ ଲାଗିଛି। ଏହି ସମୟରେ ରାଜ୍ୟର ବିଜେପି ସରକାର ବିରୋଧୀ ଦଳର ଯୁବ ଓ ଛାତ୍ରନେତାଙ୍କୁ ଭୟଭୀତ କରିବା ପାଇଁ ପୋଲିସକୁ ବ୍ୟବହାର କରୁଥିବା […]
ଓଡ଼ିଶାର ଅନେକ କଲେଜରେ ଛାତ୍ର ସଂସଦ ନିର୍ବାଚନ ବାତିଲ୍, ବଢ଼ୁଛି ଉତ୍ତେଜନା
ଭୁବନେଶ୍ୱର: ଦୀର୍ଘ ବର୍ଷର ବ୍ୟବଧାନ ପରେ ଓଡ଼ିଶାର କଲେଜଗୁଡ଼ିକରେ ଛାତ୍ର ସଂସଦ ନିର୍ବାଚନ ହେବାକୁ ଯାଉଥିବାବେଳେ ରାଜ୍ୟର ବିଭିନ୍ନ ଶିକ୍ଷାନୁଷ୍ଠାନରେ ନିର୍ବାଚନ ବାତିଲ୍ ହେବା ଘଟଣା ଚର୍ଚ୍ଚାକୁ ଆସିଛି। କେଉଁଠି ଆଇନଶୃଙ୍ଖଳା ପରିସ୍ଥିତିକୁ ନେଇ […]
ଯାପକୁଡ଼ ମହିଳା କଲେଜରେ ଛାତ୍ର ସଂସଦ ନିର୍ବାଚନ ବାତିଲ୍, ନାମାଙ୍କନ ବିବାଦକୁ ନେଇ ଉତ୍ତେଜନା
ଓଡ଼ିଶାରେ ଛାତ୍ର ସଂସଦ ନିର୍ବାଚନକୁ ନେଇ ବିଭିନ୍ନ କଲେଜରେ ଉତ୍ତେଜନା ଜାରି ରହିଥିବାବେଳେ ଯାପକୁଡ଼ ମହିଳା ଡିଗ୍ରୀ କଲେଜରେ ନିର୍ବାଚନ ବାତିଲ୍ କରାଯାଇଛି। ନାମାଙ୍କନପତ୍ର ଖାରଜକୁ ନେଇ ବିବାଦ ଓ ଛାତ୍ରଗୋଷ୍ଠୀଙ୍କ ମଧ୍ୟରେ ଉତ୍ତେଜନା […]
ଛାତ୍ର ସଂସଦ ନିର୍ବାଚନ: ଇସ୍ତାହାର ଜାରି କଲେ ABVP ଓ BCJD, ଛାତ୍ରଛାତ୍ରୀଙ୍କ ପାଇଁ ରଖିଲେ ଅନେକ ପ୍ରତିଶ୍ରୁତି
ଓଡ଼ିଶାରେ ଛାତ୍ର ସଂସଦ ନିର୍ବାଚନକୁ ନେଇ କଲେଜ ଓ ବିଶ୍ୱବିଦ୍ୟାଳୟଗୁଡ଼ିକରେ ରାଜନୈତିକ ଉତ୍ସାହ ବଢ଼ିବାରେ ଲାଗିଛି। ନିର୍ବାଚନ ପ୍ରଚାର ଜୋରଦାର ହେଉଥିବାବେଳେ ଛାତ୍ର ସଂଗଠନ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ABVP) ଏବଂ ବିଜୁ […]
ଓଡ଼ିଶାର ୬୦ କଲେଜରେ ୨୫୨ ପଦ ହାତେଇଲା ABVP
ଭୁବନେଶ୍ୱର, ୧୨ ଅକ୍ଟୋବର: ଓଡ଼ିଶାରେ ଦୀର୍ଘ ପ୍ରାୟ ୯ ବର୍ଷର ବ୍ୟବଧାନ ପରେ ଛାତ୍ର ସଂସଦ ନିର୍ବାଚନ ହେବାକୁ ଯାଉଥିବା ବେଳେ କଲେଜ କ୍ୟାମ୍ପସରେ ରାଜନୈତିକ ଉତ୍ସାହ ବଢ଼ିବାରେ ଲାଗିଛି। ଆସନ୍ତା ଅକ୍ଟୋବର ୧୫ […]
ଓଡ଼ିଶାରେ ଛାତ୍ର ସଂସଦ ନିର୍ବାଚନ: ନାମାଙ୍କନ ଦାଖଲ ଆରମ୍ଭ, ଅକ୍ଟୋବର ୧୫ରେ ଭୋଟ୍
ଭୁବନେଶ୍ୱର, ୯ ଅକ୍ଟୋବର: ଦୀର୍ଘ ୮ ବର୍ଷର ବ୍ୟବଧାନ ପରେ ଓଡ଼ିଶାର କଲେଜ ଓ ବିଶ୍ୱବିଦ୍ୟାଳୟଗୁଡ଼ିକରେ ପୁଣି ଛାତ୍ର ସଂସଦ ନିର୍ବାଚନକୁ ନେଇ ଉତ୍ସାହ ବଢ଼ିଛି। ରାଜ୍ୟର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଆଶାୟୀ ପ୍ରାର୍ଥୀମାନେ ନିଜ […]
କ୍ୟାମ୍ପସ ନିର୍ବାଚନକୁ ନେଇ ସରଗରମ ଓଡ଼ିଶା: ଛାତ୍ରନେତାଙ୍କ ଜୋରଦାର ପ୍ରଚାର
ଭୁବନେଶ୍ୱର: ଓଡ଼ିଶାର ବିଭିନ୍ନ କଲେଜ ଓ ବିଶ୍ୱବିଦ୍ୟାଳୟରେ କ୍ୟାମ୍ପସ ନିର୍ବାଚନକୁ ନେଇ ଧୀରେଧୀରେ ରାଜନୈତିକ ଓ ଛାତ୍ର ମାହୋଲ ସରଗରମ ହେବାରେ ଲାଗିଛି। ଆସନ୍ତା ଅକ୍ଟୋବର ୧୫ ତାରିଖରେ ଛାତ୍ର ସଂଘ ନିର୍ବାଚନ ହେବାକୁ […]
୮ ବର୍ଷ ପରେ ଓଡ଼ିଶାରେ ଛାତ୍ର ସଂସଦ ନିର୍ବାଚନ, ଅକ୍ଟୋବର ୧୫ରେ ଭୋଟ
ଭୁବନେଶ୍ୱର: ଦୀର୍ଘ ୮ ବର୍ଷର ଅପେକ୍ଷାର ଅନ୍ତ ଘଟିବାକୁ ଯାଉଛି। ଓଡ଼ିଶାର କଲେଜ ଓ ବିଶ୍ୱବିଦ୍ୟାଳୟଗୁଡ଼ିକରେ ପୁଣିଥରେ ଛାତ୍ର ସଂସଦ ନିର୍ବାଚନ ଅନୁଷ୍ଠିତ ହେବ। ଆସନ୍ତା ଅକ୍ଟୋବର ୧୫ ତାରିଖରେ ରାଜ୍ୟରେ ଛାତ୍ର ସଂଘ […]
