ମୟୂରଭଞ୍ଜ: ଲଗାଣ ବର୍ଷା ପରେ ବନ୍ୟାରେ ଉବୁଟୁବୁ ହେଉଥିବା ମୟୂରଭଞ୍ଜ ଜିଲ୍ଲାବାସୀଙ୍କୁ ମିଳିଛି ସାମାନ୍ୟ ଆଶ୍ୱସ୍ତି। ବୁଢ଼ାବଳଙ୍ଗ ନଦୀର ଜଳସ୍ତର ଧୀରେ ଧୀରେ ହ୍ରାସ ପାଇବା ପରେ ଜିଲ୍ଲାରେ ବନ୍ୟା ପରିସ୍ଥିତିରେ ସୁଧାର ଆସିଛି। […]
Tag: flood
ଆମ୍ବୁଲାନ୍ସ ଆସିପାରିଲାନି,ଗର୍ଭବତୀଙ୍କ ପାଇଁ ଜୀବନ ରକ୍ଷକ ସାଜିଲା ଘରର କବାଟ
ଭଦ୍ରକ: ବନ୍ୟା ପରିସ୍ଥିତି ମଧ୍ୟରେ ଓଡ଼ିଶାର ଭଦ୍ରକ ଜିଲ୍ଲାରୁ ସାମ୍ନାକୁ ଆସିଛି ଏକ ଅଭାବନୀୟ ଘଟଣା। ଗାଁକୁ ଯିବା ପାଇଁ ରାସ୍ତା ନଥିବାରୁ ଆମ୍ବୁଲାନ୍ସ ପହଞ୍ଚିପାରିଲା ନାହିଁ। ଏପଟେ ଗର୍ଭବତୀ ମହିଳାଙ୍କର ପ୍ରସବ ଯନ୍ତ୍ରଣା […]
୫୦ ଦିନରେ ୫ ଥର ବନ୍ୟା: ଯାଜପୁର ଦଶରଥପୁରରେ ଦୁର୍ଦ୍ଦଶାରେ ଶହ ଶହ ପରିବାର
ଯାଜପୁର: ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକରେ ବନ୍ୟା ବିପତ୍ତି ଥମିବାର ନାଁ ନେଉନାହିଁ। ମାତ୍ର ୫୦ ଦିନ ମଧ୍ୟରେ ଅଞ୍ଚଳବାସୀ ପଞ୍ଚମ ଥର ପାଇଁ ବନ୍ୟାର ସମ୍ମୁଖୀନ ହୋଇଛନ୍ତି। ପୂର୍ବ ବନ୍ୟାର ପାଣି ସମ୍ପୂର୍ଣ୍ଣ […]
ବନ୍ୟାରେ ଧୋଇଗଲା ଚାଷୀଙ୍କ ଆଶା, ପଚିଗଲା ଧାନ ଫସଲ
ବାଲେଶ୍ୱର: ଚାଷୀଙ୍କ ପାଇଁ ଧାନ କ୍ଷେତ କେବଳ ଜମି ନୁହେଁ, ଏହା ସେମାନଙ୍କ ପରିବାରର ଜୀବିକା, ଆୟ ଓ ଭବିଷ୍ୟତର ଆଶା। କିନ୍ତୁ ଲଗାଣ ବର୍ଷା ଓ ବନ୍ୟା ଏବେ ବାଲେଶ୍ୱର ଜିଲ୍ଲାର ରେମୁଣା […]
ବିପଦ ସଙ୍କେତ ତଳେ ସୁବର୍ଣ୍ଣରେଖା
ବାଲେଶ୍ୱର: ସୁବର୍ଣ୍ଣରେଖା ନଦୀର ଜଳସ୍ତର ଧୀରେ ଧୀରେ ହ୍ରାସ ପାଇ ବିପଦ ସଙ୍କେତ ତଳକୁ ଆସିଥିଲେ ମଧ୍ୟ ବାଲେଶ୍ୱର ଜିଲ୍ଲାର ବନ୍ୟା ପରିସ୍ଥିତି ଏବେ ବି ସମ୍ପୂର୍ଣ୍ଣ ସ୍ୱାଭାବିକ ହୋଇନାହିଁ। ନଦୀର ଜଳ କମିବା […]
ବାଲେଶ୍ୱରରେ ବଢ଼ିପାରେ ବନ୍ୟା ପରିସ୍ଥିତି, ଜଳସ୍ତର ବୃଦ୍ଧି ନେଇ ସତର୍କତା
ଓଡ଼ିଶାରେ ବନ୍ୟା ପରିସ୍ଥିତି ଏବେ ବି ଚିନ୍ତାଜନକ ରହିଛି। ବିଭିନ୍ନ ଜିଲ୍ଲାରେ ବର୍ଷା କମିବା ସହ କିଛି ନଦୀର ଜଳସ୍ତର ହ୍ରାସ ପାଉଥିବାରୁ ସାମାନ୍ୟ ଆଶ୍ୱସ୍ତି ମିଳିଥିଲେ ମଧ୍ୟ ବାଲେଶ୍ୱର ଜିଲ୍ଲା ପାଇଁ ବିପଦ […]
କେନ୍ଦ୍ରାପଡ଼ାରେ ବଢ଼ୁଛି ବନ୍ୟା ଆତଙ୍କ
କେନ୍ଦ୍ରାପଡ଼ା ଜିଲ୍ଲାରେ ବନ୍ୟା ପରିସ୍ଥିତି ଦିନକୁ ଦିନ ଅଧିକ ଗମ୍ଭୀର ହେବାରେ ଲାଗିଛି। ବ୍ରାହ୍ମଣୀ, ଖରସ୍ରୋତା, କାଣୀ ଓ ବୈତରଣୀ ନଦୀରେ ଜଳସ୍ତର ବୃଦ୍ଧି ପାଇବା ପରେ ଆଳି ଓ ରାଜକନିକା ବ୍ଲକର ୩୧ଟି […]
କେନ୍ଦୁଝରରେ ବର୍ଷାର ତାଣ୍ଡବ: ୬୦ରୁ ଅଧିକ ଘର କ୍ଷତିଗ୍ରସ୍ତ, ସୁରକ୍ଷିତ ସ୍ଥାନକୁ ଗଲେ ପରିବାର
କେନ୍ଦୁଝର ଜିଲ୍ଲାରେ ଲଗାଣ ବର୍ଷା ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଇଛି। ଲଗାତାର ବର୍ଷା ଯୋଗୁଁ ଜିଲ୍ଲାର ପାଟଣା ତହସିଲ ଅନ୍ତର୍ଗତ କେନ୍ଦିପଶି ପଞ୍ଚାୟତରେ ୬୦ରୁ ଅଧିକ ଘର କ୍ଷତିଗ୍ରସ୍ତ ହୋଇଛି। ବର୍ଷାର ପ୍ରକୋପ ବଢ଼ିବାରୁ ଅନେକ […]
ଲଗାଣ ବର୍ଷାରେ ଧୋଇଗଲା ରାସ୍ତା, ୫ରୁ ଅଧିକ ପଞ୍ଚାୟତ ବିଚ୍ଛିନ୍ନ
କେନ୍ଦୁଝର: ଲଗାଣ ବର୍ଷା ଯୋଗୁଁ କେନ୍ଦୁଝର ଜିଲ୍ଲାରେ ପୁଣି ଥରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଚମ୍ପୁଆ ବ୍ଲକ ଅଞ୍ଚଳରେ ପ୍ରବଳ ବର୍ଷାରେ ଏକ ଗୁରୁତ୍ୱପୂର୍ଣ୍ଣ ରାସ୍ତା ଧୋଇଯାଇଥିବାରୁ ୫ରୁ ଅଧିକ ପଞ୍ଚାୟତର ଯୋଗାଯୋଗ ବିଚ୍ଛିନ୍ନ […]
ବନ୍ୟାଜଳରେ ଫସିଲେ ଚାଷୀ ୩ ଘଣ୍ଟା ଗଛ ଉପରେ , ଉଦ୍ଧାର କଲା ଉଦ୍ଧାରକାରୀ ଦଳ
ସୁନ୍ଦରଗଡ଼ ଜିଲ୍ଲାରେ ହଠାତ୍ ବନ୍ୟାଜଳ ମାଡ଼ି ଆସିବା ପରେ ଜଣେ ଚାଷୀ ପ୍ରାୟ ୩ ଘଣ୍ଟା ଧରି ଗଛ ଉପରେ ଆଶ୍ରୟ ନେଇ ଜୀବନ ବଞ୍ଚାଇଥିବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ରବିବାର ବୋଣାଇଗଡ଼ […]
