ଚୋରା ମଦ ବିକ୍ରି ସନ୍ଦେହରେ ପୋଲିସର ବର୍ବରତା! ଥାନାରେ ମାଡ଼ ମାରିବା ଅଭିଯୋଗ

ପୁରୀ ଜିଲ୍ଲାରେ ପୋଲିସ ହେପାଜତରେ ଜଣେ ଯୁବକଙ୍କୁ ମାଡ଼ ମାରିବା ଓ ନିର୍ଯାତନା ଦେବା ଭଳି ଗୁରୁତର ଅଭିଯୋଗ ସାମ୍ନାକୁ ଆସିଛି। ଚୋରା ମଦ ବିକ୍ରି କରୁଥିବା ସନ୍ଦେହରେ ପୋଲିସ ଜଣେ ୩୪ ବର୍ଷୀୟ […]

ରାୟଗଡ଼ାରେ କଲରାପତରିଆ ବାଘ ଛାଲ ଚୋରା ଚାଲାଣ, ୪ ଗିରଫ; ୩ଟି ବାଇକ୍ ଓ ୪ଟି ମୋବାଇଲ ଜବତ

ଓଡ଼ିଶାରେ ବନ୍ୟଜନ୍ତୁ ଶିକାର ଓ ସେମାନଙ୍କ ଅଙ୍ଗପ୍ରତ୍ୟଙ୍ଗ ଚୋରା ଚାଲାଣ ଘଟଣା ପୁଣି ସାମ୍ନାକୁ ଆସିଛି। ରାୟଗଡ଼ା ଜିଲ୍ଲାରେ କଲରାପତରିଆ ବାଘର ଛାଲ ବିକ୍ରି ପାଇଁ ଡିଲ୍ ଚାଲିଥିବା ବେଳେ ବନ ବିଭାଗ ଚଢ଼ାଉ […]

୧୬ ବର୍ଷ ପୁରୁଣା ଆଦିବାସୀ ନେତା ହତ୍ୟା ମାମଲା: କୋର୍ଟରେ ଆତ୍ମସମର୍ପଣ କଲେ ପୂର୍ବତନ ସାଂସଦ ଭାସ୍କର ରାଓ

ଦୀର୍ଘ ୧୬ ବର୍ଷ ଧରି ଚର୍ଚ୍ଚାରେ ରହିଥିବା ଆଦିବାସୀ ନେତା ଭାଗୀରଥି ମାଣ୍ଡାଙ୍ଗୀ ହତ୍ୟା ମାମଲାରେ ନୂଆ ମୋଡ଼ ଆସିଛି। ଏହି ମାମଲାରେ ଅଭିଯୁକ୍ତ ଥିବା ପୂର୍ବତନ ରାଜ୍ୟସଭା ସାଂସଦ ଏନ୍‌. ଭାସ୍କର ରାଓ […]

ବିବାହ ପ୍ରସ୍ତାବକୁ ମନା କରିବାରୁ କଲେଜ ଛାତ୍ରୀଙ୍କୁ ହତ୍ୟା, ୨୫ ବର୍ଷୀୟ ଯୁବକ ଗିରଫ

ନିଜ ବିବାହ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିବାରୁ ଜଣେ କଲେଜ ଛାତ୍ରୀଙ୍କୁ ନିର୍ମମ ଭାବେ ହତ୍ୟା କରିଛି ଜଣେ ଯୁବକ। ଓଡ଼ିଶାର କେନ୍ଦ୍ରାପଡ଼ା ଜିଲ୍ଲାରେ ଘଟିଥିବା ଏହି ହୃଦୟବିଦାରକ ଘଟଣା ସମଗ୍ର ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି […]

ଭୋଟର ତାଲିକା ସଂଶୋଧନ ବେଳେ BLOଙ୍କୁ ମରଣାନ୍ତକ ଆକ୍ରମଣ, ଧାରୁଆ ଅସ୍ତ୍ରରେ ହାଣିଲେ ଯୁବକ

ବରଗଡ଼: ଓଡ଼ିଶାରେ ଭୋଟର ତାଲିକା ସଂଶୋଧନ କାର୍ଯ୍ୟ ଚାଲିଥିବା ବେଳେ ଜଣେ ବୁଥ୍‌ସ୍ତରୀୟ ଅଧିକାରୀ (BLO)ଙ୍କ ଉପରେ ଆକ୍ରମଣ ହୋଇଛି। ଭୋଟର ତାଲିକାରୁ ନାମ ବାଦ୍‌ ଦେବାକୁ ନେଇ ଜଣେ ଯୁବକଙ୍କ ସହ ଯୁକ୍ତିତର୍କ […]

ଦୁଲାରଚନ୍ଦ ଯାଦବ ହତ୍ୟା ମାମଲା: ଅନନ୍ତ ସିଂହଙ୍କ ଜାମିନ ରଦ୍ଦ, ଡିସେମ୍ବର ୧ ସୁଦ୍ଧା ଆତ୍ମସମର୍ପଣ ନିର୍ଦ୍ଦେଶ

ନୂଆଦିଲ୍ଲୀ: ବିହାରର ବହୁଚର୍ଚ୍ଚିତ ଦୁଲାରଚନ୍ଦ ଯାଦବ ହତ୍ୟା ମାମଲାରେ ମୋକାମା ବିଧାୟକ ଅନନ୍ତ ସିଂହଙ୍କୁ ସୁପ୍ରିମକୋର୍ଟଙ୍କ ପକ୍ଷରୁ ବଡ଼ ଝଟକା ଲାଗିଛି। ପାଟନା ହାଇକୋର୍ଟ ତାଙ୍କୁ ଦେଇଥିବା ଜାମିନକୁ ସୁପ୍ରିମକୋର୍ଟ ରଦ୍ଦ କରିବା ସହ […]

ଅନୁଗୋଳରେ ଦୁଇ ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ, ପୂର୍ବତନ ଶିକ୍ଷକଙ୍କୁ ଥାନାରେ ଅଟକ ରଖିଲା ପୋଲିସ

ଅନୁଗୋଳ: ଅନୁଗୋଳ ଜିଲ୍ଲାର ଏକ ସରକାରୀ ବିଦ୍ୟାଳୟରେ ଦୁଇ ଜଣ ଛାତ୍ରୀଙ୍କୁ ଅସଦାଚରଣ କରାଯାଇଥିବା ନେଇ ସଙ୍ଗୀନ ଅଭିଯୋଗ ସାମ୍ନାକୁ ଆସିଛି। ଏହି ଘଟଣାକୁ ନେଇ ବିଦ୍ୟାଳୟ ପରିସରରେ ଉତ୍ତେଜନା ପ୍ରକାଶ ପାଇବା ସହ […]

ଅବକାରୀ ବିଭାଗ ତରଫରୁ ଗଂଜେଇ ଜବତ

ଅନୁଗୋଳ ଜ଼ିଲ୍ଲା ଛେଣ୍ଡିପଦା ବ୍ଲକ ବାଗେଡ଼ିଆ ଅଂଚଳରୁ ୯୦ କିଲୋ ଗଂଜେଇ ଯାହାର ମୂଲ୍ୟ ୯ ଲକ୍ଷ ଟଙ୍କା ହେବା ସହ ୨ ଲକ୍ଷ ୩୦ ହଜାର ଟଙ୍କା ମଧ୍ୟ ଜବତ କରାଯାଇଛି ସୂଚନା […]

OPSC ଚାକିରି ଦେବା ନାଁରେ ମହିଳାଙ୍କଠାରୁ ୬.୨ ଲକ୍ଷ ଟଙ୍କା ଠକେଇ, ଅଭିଯୁକ୍ତ ଯୁବକ ଗିରଫ

ବ୍ରହ୍ମପୁର: ଓଡ଼ିଶା ଲୋକସେବା ଆୟୋଗ (OPSC) ଜରିଆରେ ଅଧିକାରୀ ପଦରେ ଚାକିରି କରାଇଦେବାର ମିଥ୍ୟା ପ୍ରତିଶ୍ରୁତି ଦେଇ ଜଣେ ମହିଳା ଓ ତାଙ୍କ ପରିବାରଠାରୁ ୬.୨ ଲକ୍ଷ ଟଙ୍କା ଠକେଇ କରିଥିବା ଅଭିଯୋଗରେ ଜଣେ […]

ଜଳେଶ୍ୱର ନାବାଳିକା ମୃତ୍ୟୁ ମାମଲା: ପୁଲିସ ଅବହେଳା ଅଭିଯୋଗରେ ଦୁଇ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ

ବାଲେଶ୍ୱର ଜିଲ୍ଲାର ଜଳେଶ୍ୱର ଅଞ୍ଚଳରେ ନାବାଳିକାଙ୍କ ମୃତ୍ୟୁ ଘଟଣାକୁ ନେଇ ରାଜ୍ୟରେ ଚର୍ଚ୍ଚା ଜୋର ଧରିଛି। ଏହି ମାମଲାରେ ପୁଲିସର କାର୍ଯ୍ୟଶୈଳୀ ଓ ତଦନ୍ତରେ ଅବହେଳା ହୋଇଥିବା ଅଭିଯୋଗ ପରେ ଦୁଇ ଜଣ ପୁଲିସ […]