ଅନୁଗୁଳରେ ଅନଲାଇନ ଠକେଇ ମାମଲା ଶରଣକୁଳରୁ ଗିରଫ ହେଲେ ୪ ଜଣ ସାଇବର ଠକ

ଟେଲିଗ୍ରାମରେ ଲିଙ୍କ ପଠାଇ ବ୍ୟାଙ୍କ ଖାତା ଖାଲି କରି ଦେଉଥିବା ଏକ ସାଇବର ଠକେଇ ରାକେଟକୁ ଧରିଛି ଅନୁଗୁଳ ପୋଲିସ।ଏହି ଗ୍ୟାଙ୍ଗରୁ ୪ ଜଣଙ୍କୁ ଗିରଫ କରିବା ସହ ସେମାଙ୍କ ପାଖରୁ ୬୯ ହଜାର […]

ଆଇଡ୍ରିମ୍ ମ୍ୟାନେଜମେଣ୍ଟ ଏବଂ ନର୍ସିଂ କଲେଜର ବାର୍ଷିକ କ୍ରୀଡା

ତାଳଚେର ବଲ୍ଲର ଛକ ସ୍ଥିତ ଆଇଡ୍ରିମ୍ ମ୍ୟାନେଜମେଣ୍ଟ ଏବଂ ନର୍ସିଂ କଲେଜର ବାର୍ଷିକ କ୍ରୀଡା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ମହାବିଦ୍ୟାଳୟ ପରିସରରେ ହୋଇଥିବା ବିଭିନ୍ନ ପ୍ରତିଯୋଗିତାରେ ଛାତ୍ରଛାତ୍ରୀମାନେ ଭାଗ ନେଇଥିଲେ। ଉଦଯାପନୀ ଉତ୍ସବରେ ମୂଖ୍ୟ […]

ବୋନସ ଏରିଅର ଦାବିରେ ଧାରଣା: ରାତି ଅଧରେ ୧୫ଦିନର ମହଲତ

ତାଳଚେର ପବିତ୍ର ମୋହନ ପ୍ରଧାନ ସରକାରୀ ଡ଼ାକ୍ତରଖାନାରେ ଠିକା କର୍ମଚାରୀଙ୍କୁ ଠିକାସଂସ୍ଥା ଉର୍ମିଳା ବୋନସ ସହିତ ଏରିଅର ଦେଉ ନଥିବାରୁ ସୋମବାର ପିମ୍ପିଜି ୱର୍କ୍ସ ଉନିୟନ ପକ୍ଷରୁ ଧାରଣାରେ ବସିଥିଲେ। ଗତକାଲି ବିଳମ୍ବିତ ରାତିରେ […]

ସହର ଆଲୋକମୟ ଉପକଣ୍ଠ ଅନ୍ଧାର

ଅନୁଗୁଳ ସହରରେ ଆଲୋକିରଣ ହୋଇଥିବା ବେଳେ ସହର ଏବେ ଝଲସି ଉଠୁଛି। ସହର ପ୍ରାୟ ସବୁ ପ୍ରମୁଖ ରାସ୍ତା ଏବେ ଅନ୍ଧକାରମୁକ୍ତ। ସେପଟେ କିନ୍ତୁ ସହରଠାରୁ କିଛି ରାସ୍ତାର ଅନ୍ଧକାରମୟ ହୋଇପଡିଛନ୍ତି। ସହରର ନିକଟ […]

ତାଳଚେର ସରକାରଖାନା ତୁରନ୍ତ କାମ ସାରିବାକୁ ଦାବି କଲେ ସାଂସଦ ରୁଦ୍ର ନାରାୟଣ

ସଂସଦର ଶୀତକାଳୀନ ଅଧିବେଶନରେ ଉଠିଛି ତାଳଚେର ସାର କାରଖାନା ପ୍ରସଙ୍ଗ। କାରଖାନା କାମ ଶୀଘ୍ର ଶେଷ କରିବା ସହିତ କ୍ଷତି ଗ୍ରସ୍ତଙ୍କୁ ତୁରନ୍ତ ନିଯୁକ୍ତି ଦେବାକୁ ସଂସଦରେ ଦାବି ଉସ୍ଥାପନ କରିଛନ୍ତି ଢେଙ୍କାନାଳ ସାଂସଦ […]

କଣିହାଁ ଅଞ୍ଚଳ ର ବିଭିନ୍ନ ସମସ୍ୟା ନେଇ ତହସିଲଦାରଙ୍କୁ ଦରଖାସ୍ତ ଦେଲେ ଆକ୍ଟିଭ ମିଡ଼ିଆ ୟୁଥ୍ କ୍ଲବ୍

କଣିହାଁ ବ୍ଲକ୍ ର ବିଭିନ୍ନ ସମସ୍ୟା ନେଇ ଆକ୍ଟିଭ ମିଡ଼ିଆ ୟୁଥ୍ କ୍ଲବ୍ କଣିହାଁ ପକ୍ଷରୁ ତହସିଲଦାରଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି। କଣିହାଁ ଅଞ୍ଚଳ ରୁ ଶହ ଶହ କୋଟି ଟଙ୍କାର ରାଜସ୍ବ ସରକାରଙ୍କ […]

ଖମାର ଗାଁରେ ନିଆଁ ଲାଗି ଜଳିଗଲା ଘର,ଏକାଧିକ ଧନ ସମ୍ପତି ନଷ୍ଟ

ଆଠମଲ୍ଲିକ ବ୍ଳକ ସପଘର ପଞ୍ଚାୟତ ଖମାର ଗ୍ରାମରେ ଅଗ୍ନିକାଣ୍ଡ ଘଟି ଶୁଣେଇ କୁଦେଇଙ୍କର ଦୁଇ ବଖରା ଘର ସଂପୂର୍ଣ୍ଣ ପୋଡି ପାଉଁଶ ହୋଇଯାଇଛି। ଏଥିରେ ତାଙ୍କର ଧାନ,ଚାଉଳ, ଆସବାପତ୍ର,ନଗଦ ୧୦ହଜାର ଟଙ୍କା ପୋଡ଼ି ନଷ୍ଟ […]

ଅତିଷ୍ଠ କଲାଣି ପାଉଁଶ

ତାଳଚେର ଖଣି ଅଞ୍ଚଳର ଲୋକେ କୋଇଲା ଧୂଳି ଧୂଆଁ ଆସ୍ତରଣରେ ଅଣ ନିଃଶ୍ୱାସୀ ହେଉଥିବା ବେଳେ ବର୍ତ୍ତମାନ କାରଖାନାର ବର୍ଜ୍ୟ ପାଉଁଶ ଚିନ୍ତାର କାରଣ ପାଲଟିଛି। NTPC କଣିହାଁ ପାୱାର ପ୍ଲାଣ୍ଟ ରୁ ନିର୍ଗତ […]

ତାଳଚେରରେ ୬ ଦଫା ଦାବି ନେଇ ଉପଜିଲ୍ଲାପାଳଙ୍କୁ ଦାବିପତ୍ର

ତାଳଚେର ସଂଗ୍ରାମ ସମିତି ପକ୍ଷରୁ ଗୁରୁବାର ୬ ଦଫା ଦାବି ସମ୍ବଳିତ ଦାବିପତ୍ର ତାଳଚେର ଉପ ଜିଲ୍ଲାପାଳଙ୍କୁ। ପ୍ରଦାନ କରାଯାଇଛି। ଏଥିରେ ଉଲ୍ଲେଖ ରହିଛି ଯେ ତାଳଚେର ରୁ ପ୍ରତିଦିନ ଯାତାୟାତ କରୁଥିବା ମାଲବାହୀ […]

ବଅଁରପାଳରେ କନ୍ୟା ଶିକ୍ଷା ସଚେତନତା କାର୍ଯ୍ୟକ୍ରମ

ବଅଁରପାଳ ବ୍ଲକ ପାଞ୍ଚ ଗଡ଼ ସୋମନାଥ ସିଂହ ଜଗଦେବ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଅଧ୍ୟକ୍ଷ ଓ ବାଲ୍ୟ ବିବାହ ନିରାକରଣ ସଂପର୍କିତ ଏକ ସଚେତନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ସିଡ଼ିପିଓ ଲିଲି ଦାସ […]