ଜଳ ସମ୍ପଦ ବିଭାଗ ସ୍କୁଲକୁ ଶିକ୍ଷା ବିଭାଗ ନେବା ପାଇଁ କୁନ୍ଥକୁନ୍ଥ

ରାଜ୍ୟ ସରକାର ଶିକ୍ଷା ଓ ଶିକ୍ଷାନୁଷ୍ଠାନର ଉନ୍ନତି ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିଲେ ମଧ୍ୟ କଣିହାଁ ବ୍ଲକ ରେଙ୍ଗାଲି ପ୍ରକଳ୍ପ ଉଚ୍ଚ ବିଦ୍ୟାଳୟ ପ୍ରତି ଅଣଦେଖା କରୁଥିବା ନେଇ ଅଞ୍ଚଳ ବାସି […]

ତାଲ – ତାଳଚେର ସାଂସ୍କୃତିକ ଉତ୍ସବ ଉଦଘାଟିତ

ସାଂସ୍କୃତିକ ଅନୁଷ୍ଠାନ ତାଲ୍ – ତାଳଚେର ପକ୍ଷରୁ ତିନିଦିନିଆ ସାଂସ୍କୃତିକ ଉତ୍ସବ ରବିବାର ଉଦଘାଟିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ପ୍ରଫେସର ସରୋଜଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ତାଳଚେର କଲେଜର […]

ସରକାରୀ କାର୍ଯ୍ୟାଳୟରେ ପଲ ପଲ ଘୁଷୁରୀ

ଅନୁଗୁଳ ସହରରେ ବୁଲୁଛନ୍ତି ଘୁଷୁରୀ ପଲ।ସେମାନେ ସହରର ମୁଖ୍ୟ ରାସ୍ତା ସମେତ ଗଳି ଗଳି ବୁଲୁଛନ୍ତି। ଏପରିକି ସରକାରୀ କାର୍ଯ୍ୟଳୟ ପରିସରରେ ମଧ୍ୟ ମାଳ ମାଳ ଘୁଷୁରୀ। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପ୍ରତିଦିନ ଘୁଷୁରିଙ୍କ […]

ପ୍ରମାଣ ପତ୍ର ପାଇଁ ରାତି ଉଜାଗର ଲୋକେ

ଶିଳ୍ପ ସମୃଦ୍ଧ ତାଳଚେର ସହରରେ ଗଢି ଉଠିଛି ମାଳ ମାଳ ଖଣି ଖଦାନ। ଏଥିପାଇଁ ଦିନକୁ ଦିନ ତାଳଚେରରେ ପ୍ରଦୂଷଣର ମାତ୍ରା ଉପର ମୁହାଁ ହେବାକୁ ବସିଲାଣି। ଅନ୍ୟପଟେ ସରକାରଙ୍କ ଗାଡ଼ି ଚାଳନା ଉପରେ […]

କୋଇଲା ଖଣି ସର୍ଭେକୁ ନେଇ ଦୁଇ ପକ୍ଷ ମୁହାଁମୁହିଁ

ତାଳଚେର ଭୁବନେଶ୍ଵରୀ କୋଇଲା ଖଣି ଦ୍ୱାରା ଅରଖପାଳ ଗାଁକୁ ଏମସିଏଲ ଦ୍ୱାରା ହେବାକୁ ଥିବା ସର୍ଭେ କାର୍ଯ୍ୟକୁ ଗତକାଲି ଗ୍ରାମବାସୀ ବିରୋଧ କରିଛନ୍ତି। ଗାଁ ସପକ୍ଷବାଦୀ ଓ ବିପକ୍ଷବାଦୀ ଦୁଇଟି ଗୋଷ୍ଠୀ ମଧ୍ୟରେ ଖଣି […]

ତାଳଚେର ପୁସ୍ତକ ମେଳା ପ୍ରସ୍ତୁତି ବୈଠକ

୨୩ତମ ତାଳଚେର ପୁସ୍ତକ ମେଳା ଆୟୋଜନ କରାଯିବା ନେଇ ଶୁକ୍ରବାର ଏକ ପ୍ରସ୍ତୁତି ବୈଠକ ଉପଜିଲ୍ଲାପାଳଙ୍କ କାର୍ଯ୍ୟଳୟ ସମ୍ମିଳନୀ କକ୍ଷଠାରେ ଅନୁଷ୍ଠିତ ହୋଇଯାଇଛି।ପୁସ୍ତକମେଳା କମିଟିର ସଭାପତି ଉପଜିଲ୍ଲାପାଳ ସମୀର କୁମାର ଜେନା ବୈଠକରେ ଅଧ୍ୟକ୍ଷତା […]

ତାଳଚେର ସବୁଠାରୁ ପ୍ରଦୂଷିତ ସହର

ଓଡିଶାରେ ବାୟୁ ପ୍ରଦୂଷଣର ସ୍ତର ଚିନ୍ତାଜନକ ଭାବରେ ରେକର୍ଡ ହୋଇଛି, ଯାହା ଫଳରେ ତାଳଚେର ଦେଶର ସବୁଠାରୁ ପ୍ରଦୂଷିତ ସହର ଭାବରେ ଉଭା ହୋଇଛି। ତଥ୍ୟ ଅନୁଯାୟୀ ରାଜ୍ୟ ପ୍ରଦୂଷଣ ରେକର୍ଡ ଭାଙ୍ଗିଛି, ଏହାର […]

ଆଜି ଠାରୁ ବାଘ ଗଣନା

ଅନୁଗୁଳ ବନଖଣ୍ଡରେ ୨ତାରିଖ ଶୁକ୍ରବାର ଠାରୁ ବାଘ ଗଣନା ଆରମ୍ବ ହେବ। ଏହା ୬ଦିନ ପର୍ଯ୍ୟନ୍ତ ଚାଲିବ। ଅନୁଗୁଳ ବନଖଣ୍ଡରେ ଥିବା ୬ଟି ବନାଞ୍ଚଳ ଛେଣ୍ଡିପଦା, କଣିହାଁ, ତାଳଚେର, ବନ୍ତଳା,ଅନୁଗୁଳ ଓ ଜରାପଡାରେ ଏହି […]

ହାତୀ ଆକ୍ରମଣରେ ଜଣେ ମୃତ

ଅନୁଗୁଳ ବନାଞ୍ଚଳରେ ବର୍ଷ ଆରମ୍ଭରୁ ହାତୀ ଲୋକଙ୍କ ଜିବନ ନେଇଛି। ଗତକାଲି ସାହାରାଗୁଡ଼ାରେ ହାତୀ ଜଣେ ମହିଳାଙ୍କୁ ମାରିଥିବା ବେଳେ ପୁଣି ଗୁରଙ୍ଗରେ ଜଣେ ଯୁବକକୁ ହାତୀ ଦଳି ଦେଇଛି।ମୃତ ଯୁବକଙ୍କ ପରିଚୟ ମିଳି […]

ଠାକୁରଙ୍କୁ ଦାନ କଲେ ଆଶୀର୍ବାଦ ନେଲେ

ଇଂରାଜି ନବବର୍ଷ ପାଳନ ନେଇ ଉତ୍ସବ ମୁଖର ତାଳଚେର। ଗତକାଲି ସକାଳୁ ବିଭିନ୍ନ ମନ୍ଦିରରେ ଲୋକଙ୍କ ପ୍ରବଳ ଭିଡ ଦେଖିବାକୁ ମିଳିଥିଲା। ଲୋକମାନେ ଠାକୁରଙ୍କ ଦର୍ଶନ କରିବା ସହିତ ନୂଆବର୍ଷ କିପରି ଭଲରେ କଟିବ […]