ଓଡ଼ିଶାରେ ଜାରି ରହିବ ବର୍ଷା, ୧୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର: ଓଡ଼ିଶାରେ ଜାରି ରହିଥିବା ବର୍ଷାରେ ବୁଧବାର ସାମାନ୍ୟ ହ୍ରାସ ଘଟିପାରେ। ତେବେ ରାଜ୍ୟରୁ ବର୍ଷାର ସମ୍ପୂର୍ଣ୍ଣ ବିରତି ମିଳିବ ନାହିଁ। ଆସନ୍ତା କିଛି ଦିନ ଧରି ରାଜ୍ୟର ବିଭିନ୍ନ ଅଞ୍ଚଳରେ ବର୍ଷା ଜାରି […]

ଅନୁଗୋଳ ସହରରେ ବିକ୍ରି ହେଉଥିଲା ବାସୀ ଖାଦ୍ୟ, ଖାଦ୍ୟ ସୁରକ୍ଷା ବିଭାଗର ଚଢ଼ାଉ

ଅନୁଗୋଳ: ଅନୁଗୋଳ ସହରର ବିଭିନ୍ନ ଅଞ୍ଚଳରେ ବାସୀ ଓ ନିମ୍ନମାନର ଖାଦ୍ୟ ବିକ୍ରି ହେଉଥିବା ଅଭିଯୋଗ ପରେ ଖାଦ୍ୟ ସୁରକ୍ଷା ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି। ସହରର ବିଭିନ୍ନ ଫାଷ୍ଟଫୁଡ୍ ଓ ଜଳଖିଆ ଦୋକାନରେ […]

ପୀତବାସ ପଣ୍ଡା ହତ୍ୟା ମାମଲା: ପୂର୍ବତନ ବିଜେଡି ବିଧାୟକ ବିକ୍ରମ ପଣ୍ଡାଙ୍କୁ ଜାମିନ

ଭୁବନେଶ୍ୱର: ବରିଷ୍ଠ ଆଇନଜୀବୀ ତଥା ବିଜେପି ନେତା ପୀତବାସ ପଣ୍ଡା ହତ୍ୟା ମାମଲାରେ ବଡ଼ ମୋଡ଼ ଆସିଛି। ଏହି ମାମଲାରେ ଗିରଫ ହୋଇଥିବା ବ୍ରହ୍ମପୁରର ପୂର୍ବତନ ବିଜେଡି ବିଧାୟକ ତଥା ବିଜେଡି ଗଞ୍ଜାମ ଜିଲ୍ଲା […]

ନେପାଳ ବନ୍ୟାର ଭୟଙ୍କର ଅନୁଭୂତି ବଖାଣିଲେ ଭଦ୍ରକର ରମେଶ

ଭଦ୍ରକ: ନେପାଳରେ ଭୟାବହ ଫ୍ଲାସ୍‌ ଫ୍ଲଡ୍‌ରେ ଫସି ଯାଇଥିବା ଭଦ୍ରକ ଜିଲ୍ଲା ଚାନ୍ଦବାଲି ଅଞ୍ଚଳର ଜଣେ ବ୍ୟକ୍ତି ସୁରକ୍ଷିତ ଭାବେ ଘରକୁ ଫେରିବା ପରେ ନିଜର ଲୋମଟାଙ୍କୁରା ଅନୁଭୂତି ବଖାଣିଛନ୍ତି। ନେପାଳରେ ବନ୍ୟାର ଭୟଙ୍କର […]

ସୁନା ସଫା ନାଁରେ ଲୁଟ୍‌, ୪ ଗିରଫ

ଅନୁଗୋଳ: ସୁନା ଅଳଙ୍କାର ସଫା କରିଦେବାର ପ୍ରଲୋଭନ ଦେଖାଇ ଲୋକଙ୍କଠାରୁ ସୁନା ଲୁଟ୍‌ କରୁଥିବା ଏକ ଆନ୍ତଃରାଜ୍ୟ ଲୁଟେରା ଗ୍ୟାଙ୍ଗକୁ ଧରିବାରେ ଅନୁଗୋଳ ପୋଲିସ ସଫଳ ହୋଇଛି। ଛେଣ୍ଡିପଦା ଓ କୋଶଳା ଅଞ୍ଚଳରେ ଦୁଇ […]

ବନ୍ଧୁକ ଚାଳନା ପ୍ରତିଯୋଗିତାରେ ତାଳଚେର ରାଇଫଲ କ୍ଲବର ବାଜିମାତ, ଜାତୀୟ ପ୍ରତିଯୋଗିତା ପାଇଁ ୩ ପ୍ରତିଯୋଗୀ ମନୋନୀତ

ଅନୁଗୋଳ: ବନ୍ଧୁକ ଚାଳନା କ୍ରୀଡ଼ାରେ ତାଳଚେର ରାଇଫଲ କ୍ଲବ ନିଜର ପ୍ରତିଭା ଓ ସଫଳତାର ଆଉ ଏକ ନୂଆ ଅଧ୍ୟାୟ ଯୋଡ଼ିଛି। ଅନ୍ତଃରାଜ୍ୟ ସ୍ତରରେ ଆୟୋଜିତ ଏକ ବନ୍ଧୁକ ଚାଳନା ପ୍ରତିଯୋଗିତାରେ ତାଳଚେର ରାଇଫଲ […]

ଏସ୍‌ସି-ଏସ୍‌ଟି ଛାତ୍ରଛାତ୍ରୀଙ୍କୁ ବଡ଼ ଆଶ୍ୱସ୍ତି: ୬ ମାସ ଯାଏଁ ଦେବାକୁ ପଡ଼ିବନି ଆଡମିସନ ଫି’

ଓଡ଼ିଶାର ସରକାରୀ ମେଡିକାଲ ଓ ଇଞ୍ଜିନିୟରିଂ କଲେଜରେ ପାଠ ପଢ଼ିବାକୁ ଚାହୁଁଥିବା ଗରିବ ଓ ମେଧାବୀ ଏସ୍‌ସି (SC) ଏବଂ ଏସ୍‌ଟି (ST) ବର୍ଗର ଛାତ୍ରଛାତ୍ରୀଙ୍କ ପାଇଁ ଆସିଛି ବଡ଼ ଖୁସି ଖବର। ଏଣିକି […]

ନିଜେ ପଢ଼ିପାରିଲେନି, ହେଲେ ପିଲାଙ୍କୁ ସ୍କୁଲ ଯିବାକୁ ପ୍ରେରଣା ଦେଉଛନ୍ତି ରିଙ୍କୁ

ଢେଙ୍କାନାଳ ଜିଲ୍ଲାର ସୋଗର ଗାଁର ରଶ୍ମିରଞ୍ଜନ, ଯାହାଙ୍କୁ ସ୍ନେହରେ ସମସ୍ତେ ‘ରିଙ୍କୁ’ ବୋଲି ଡାକନ୍ତି। ପେସାରେ ସେ ଜଣେ ଡେଲିଭରି ବୟ। କିନ୍ତୁ ତାଙ୍କର ପରିଚୟ କେବଳ ଏତିକିରେ ସୀମିତ ନୁହେଁ। ନିଜେ ଆର୍ଥିକ […]

୬ ବର୍ଷ ଧରି ଅବହେଳିତ ୧୦୨ ଏକରର ଘାସ ବିହନ ଫାର୍ମ, ପୁନରୁଦ୍ଧାର ଅପେକ୍ଷାରେ ଚାଷୀ

ଅନୁଗୁଳରେ ଥିବା ରାଜ୍ୟର ଏକ ପୁରାତନ ଘାସ ବିହନ ଉତ୍ପାଦନ କେନ୍ଦ୍ର ଦୀର୍ଘ ୬ ବର୍ଷ ଧରି ଅବହେଳିତ ହୋଇ ପଡ଼ିଥିବା ଅଭିଯୋଗ ହୋଇଛି। ୧୦୨ ଏକର ଜମିରେ ବ୍ୟାପ୍ତ ଏହି ଫାର୍ମ ଦିନେ […]

ରାଉରକେଲା ବନ୍ଧୁକ ଜବତ ଘଟଣାକୁ ନେଇ ରାଜନୀତି ତେଜ, ଜୁଏଲ ଓରାମଙ୍କ ଇସ୍ତଫା ଦାବି କଲା କଂଗ୍ରେସ

ରାଉରକେଲା: ରାଉରକେଲା ସର୍କିଟ୍ ହାଉସ୍‌ରୁ ଅସ୍ତ୍ର ଜବତ ଘଟଣାକୁ ନେଇ ଓଡ଼ିଶାର ରାଜନୀତି ସରଗରମ ହୋଇଛି। ଏହି ଘଟଣାରେ ଗିରଫ ହୋଇଥିବା ବ୍ୟକ୍ତିଙ୍କ ସହ ସମ୍ପର୍କ ଏବଂ ଘଟଣାକୁ ନେଇ କେନ୍ଦ୍ର ଆଦିବାସୀ ବ୍ୟାପାର […]