ମଙ୍ଗଳବାର ଦିନ ଜୟପୁରରେ ଏକ ସଡ଼କ ଦୁର୍ଘଟଣାରେ ତିନି ଜଣ ଶିଶୁଙ୍କ ମୃତ୍ୟୁ ଘଟିଛି। ଏକ ଦ୍ରୁତଗାମୀ ଟ୍ରକ୍ ରାସ୍ତା ପାର୍ଶ୍ୱରେ ଥିବା ଜଣେ ବେଲୁନ୍ ବିକ୍ରେତାଙ୍କ ଉପରେ ଚଢ଼ିଯାଇଛି। ଦୁର୍ଘଟଣାରେ ଦୁଇ ଜଣ ଆହତ ମଧ୍ୟ ହୋଇଛନ୍ତି।
ବେଲୁନ ବିକ୍ରେତାଙ୍କ ଉପରେ ଚଢ଼ିଗଲା ଟ୍ରକ ; ତିନି ଜଣ ଶିଶୁଙ୍କ ମୃତ୍ୟୁ, ଦୁଇ ଜଣ ଆହତ
