ଆଜି ଘରେ ଘରେ ବିରାଜିବେ ବିଘ୍ନହର୍ତ୍ତା, ଜାଣନ୍ତୁ ସ୍ଥାପନର ଶୁଭ ମୁହୂର୍ତ୍ତ

ଭୁବନେଶ୍ୱର: ଆଜିଠାରୁ ଆରମ୍ଭ ହୋଇଛି ପବିତ୍ର ଗଣେଶ ଉତ୍ସବ। ଚଳିତ ବର୍ଷ ସେପ୍ଟେମ୍ବର ୧୪ ତାରିଖ, ସୋମବାର ଦିନ ଦେଶବ୍ୟାପୀ ଶ୍ରଦ୍ଧା ଓ ଭକ୍ତିର ସହ ଗଣେଶ ଚତୁର୍ଥୀ ପାଳନ କରାଯାଉଛି। ଏହି ଅବସରରେ […]

ଆଜି ଗଣପତି ସ୍ଥାପନ, ଜାଣନ୍ତୁ ଶୁଭ ମୁହୂର୍ତ୍ତ, ରାହୁକାଳ ଓ ବିସର୍ଜନ ତାରିଖ

ଭୁବନେଶ୍ୱର: ଆଜି ଅର୍ଥାତ୍ ସେପ୍ଟେମ୍ବର ୧୪ ତାରିଖ, ସୋମବାର ଦେଶବ୍ୟାପୀ ଶ୍ରଦ୍ଧା ଓ ଭକ୍ତିର ସହ ଗଣେଶ ଚତୁର୍ଥୀ ପାଳନ କରାଯାଉଛି। ଭଗବାନ ଗଣେଶଙ୍କୁ ବିଘ୍ନହର୍ତ୍ତା ଓ ମଙ୍ଗଳକର୍ତ୍ତା ଭାବେ ପୂଜା କରାଯାଏ। ଏହି […]

ଗଣେଶ ପୂଜା ଓ ନୂଆଖାଇକୁ ବର୍ଷା ଭୟ

ଭୁବନେଶ୍ୱର: ଓଡ଼ିଶାରେ ପୁଣି ସକ୍ରିୟ ହୋଇଛି ମୌସୁମୀ ବାୟୁ। ଆସନ୍ତା କିଛି ଦିନ ରାଜ୍ୟର ବିଭିନ୍ନ ଅଞ୍ଚଳରେ ବର୍ଷା ଜାରି ରହିବା ସହ ଏହାର ପ୍ରଭାବ ଗଣେଶ ପୂଜା ଓ ନୂଆଖାଇ ପର୍ବ ଉପରେ […]

ମାଲକାନଗିରିରେ ୩୫୨ ପାଙ୍ଗୋଲିନ୍‌ କାତି ଜବତ, ୬ ଅଭିଯୁକ୍ତ ଗିରଫ

ମାଲକାନଗିରି: ଓଡ଼ିଶାରେ ବନ୍ୟଜନ୍ତୁ ଚୋରାଚାଲାଣ ବିରୋଧରେ ବନ ବିଭାଗକୁ ମିଳିଛି ବଡ଼ ସଫଳତା। ମାଲକାନଗିରି ଜିଲ୍ଲାରେ ଏକ ପାଙ୍ଗୋଲିନ୍‌ କାତି ଚୋରାଚାଲାଣ ରାକେଟ୍‌ ଠାବ କରିଛି ବନ ବିଭାଗ। ଏହି ଘଟଣାରେ ୬ ଜଣଙ୍କୁ […]

ବରଗଡ଼ରେ ଦଶମ ଶ୍ରେଣୀ ଛାତ୍ରଙ୍କୁ ଯୌନ ନିର୍ଯାତନା ଅଭିଯୋଗ, ପ୍ରଧାନଶିକ୍ଷକ ଗିରଫ

ବରଗଡ଼: ଶିକ୍ଷାନୁଷ୍ଠାନରେ ଛାତ୍ରଛାତ୍ରୀଙ୍କ ସୁରକ୍ଷା ନେଇ ପୁଣି ଉଠିଛି ବଡ଼ ପ୍ରଶ୍ନ। ବରଗଡ଼ ଜିଲ୍ଲାରେ ଜଣେ ଦଶମ ଶ୍ରେଣୀର ନାବାଳକ ଛାତ୍ରଙ୍କୁ ଜଣେ ଘରୋଇ କଲେଜର ପ୍ରଧାନଶିକ୍ଷକ ତଥା ବିଜ୍ଞାନ ଶିକ୍ଷକ ଯୌନ ନିର୍ଯାତନା […]

ବ୍ରିକ୍ସ ନେତାଙ୍କ ପାଇଁ ଭାରତୀୟ ସ୍ୱାଦର ଭବ୍ୟ ଭୋଜି

ନୂଆଦିଲ୍ଲୀ: ନୂଆଦିଲ୍ଲୀରେ ଚାଲିଥିବା ୧୮ତମ ବ୍ରିକ୍ସ ସମ୍ମିଳନୀ ଅବସରରେ ବିଶ୍ୱ ନେତାମାନଙ୍କ ପାଇଁ ଆୟୋଜିତ ଭବ୍ୟ ଗାଲା ଡିନର୍‌ରେ ଦେଖିବାକୁ ମିଳିଲା ଭାରତୀୟ ଖାଦ୍ୟ ପରମ୍ପରାର ଅନନ୍ୟ ଝଲକ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବ୍ରିକ୍ସ […]

 ଛତିଶଗଡ଼ରେ ବିଜେପିକୁ ଝଟକା, ମନ୍ତ୍ରୀଙ୍କ ବଡ଼ ଭାଇ କଂଗ୍ରେସରେ; SC ଭୋଟ୍‌ ବ୍ୟାଙ୍କ ଉପରେ ପଡ଼ିପାରେ ପ୍ରଭାବ

ରାୟପୁର: ଛତିଶଗଡ଼ର ରାଜନୀତିରେ ଏକ ବଡ଼ ଘଟଣା ସାମ୍ନାକୁ ଆସିଛି। ସତନାମୀ ସମ୍ପ୍ରଦାୟର ପ୍ରଭାବଶାଳୀ ନେତା ଗୁରୁ ବାଲଦାସ ସାହେବଙ୍କ ବଡ଼ ପୁଅ ଏବଂ ବିଜେପି ସରକାରର ମନ୍ତ୍ରୀ ଗୁରୁ ଖୁଶୱନ୍ତ ସାହେବଙ୍କ ବଡ଼ […]

ମାନବଜାତି ପାଇଁ ବିପଦ ହୋଇପାରେ AI! ବଡ଼ ଚେତାବନୀ ଦେଲେ ବାରାକ୍ ଓବାମା

ନୂଆଦିଲ୍ଲୀ: ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ବା AIର ଦ୍ରୁତ ବିକାଶକୁ ନେଇ ବିଶ୍ୱବ୍ୟାପୀ ଚିନ୍ତା ବଢ଼ୁଥିବା ବେଳେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ୍ ଓବାମା ଏନେଇ ବଡ଼ ଚେତାବନୀ ଦେଇଛନ୍ତି। ତାଙ୍କ କହିବା ଅନୁସାରେ, AIର […]

ପଞ୍ଜାବୀ ଗାୟକ ଗୁଲାବ ସିଧୁଙ୍କ ଘରେ ଗୁଳିମାଡ଼, CCTVରେ କଏଦ ହେଲା ଆକ୍ରମଣ

ବର୍ଣ୍ଣାଲା: ପଞ୍ଜାବୀ ସଙ୍ଗୀତ ଜଗତର ଲୋକପ୍ରିୟ ଗାୟକ ଗୁଲାବ ସିଧୁଙ୍କ ଘରେ ଗୁଳିମାଡ଼ ଘଟଣାକୁ ନେଇ ଚାଞ୍ଚଲ୍ୟ ଖେଳିଯାଇଛି। ପଞ୍ଜାବର ବର୍ଣ୍ଣାଲା ଜିଲ୍ଲାର ଫରୱାହି ଗାଁରେ ଥିବା ଗୁଲାବ ସିଧୁଙ୍କ ଘରର ମୁଖ୍ୟ ଫାଟକ […]

ମନି ପ୍ଲାଣ୍ଟ ରଖିବା ବେଳେ ଏହି ୫ଟି ଭୁଲ କରନ୍ତୁ ନାହିଁ

ନୂଆଦିଲ୍ଲୀ: ଘରର ସୌନ୍ଦର୍ଯ୍ୟ ବଢ଼ାଇବା ସହ ମନି ପ୍ଲାଣ୍ଟକୁ ଅନେକ ଲୋକ ସୁଖ-ସମୃଦ୍ଧି ଓ ଧନ ସହ ଯୋଡ଼ି ଦେଖନ୍ତି। ଘର, ଅଫିସ୍‌ କିମ୍ବା ବାଲକୋନିରେ ମନି ପ୍ଲାଣ୍ଟ ରଖିବା ଏକ ସାଧାରଣ ପ୍ରଚଳନ। […]