ବଅଁରପାଳ ବ୍ଲକ୍ ବୁଢ଼ାପଙ୍କ ଦେଇ ତାଳଚର ଯାଇଥିବା ରେଙ୍ଗାଳି ଦକ୍ଷିଣ ପାର୍ଶ୍ୱ କେନାଲ୍ ପୋଲ ଅବସ୍ଥା ଶୋଚନୀୟ। ହୋଇପଡ଼ିଛି। ଦୀର୍ଘ ୨୫ବର୍ଷରୁ ଅଧିକ ହେବ ରକ୍ଷଣା ବେକ୍ଷଣ ଅଭାବରୁ ଏହି ପୋଲରେ ଯାତାୟତ କରିବା […]