ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିମନ୍ତ୍ରଣ କ୍ରମେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଡିସେମ୍ବର ୪-୫ ତାରିଖରେ ଭାରତ ଗସ୍ତରେ ଆସିବାକୁ ଯୋଜନା କରିଛନ୍ତି ବୋଲି ରୁଷର ସରକାରୀ ସମାଚାର ଏଜେନ୍ସିଗୁଡ଼ିକ ରିପୋର୍ଟ କରିଛନ୍ତି।ଏହି ଗସ୍ତ ସମୟରେ ରୁଷ ରାଷ୍ଟ୍ରପତିଙ୍କ ସହ ପ୍ରତିରକ୍ଷା ଏବଂ ବାଣିଜ୍ୟ ସହିତ ତୈଳ କ୍ରୟ ଭଳି ପ୍ରମୁଖ ପ୍ରସଙ୍ଗ ଉପରେ ଆଲୋଚନା ହେବ ବୋଲି ବିଶ୍ୱାସ କରାଯାଉଛି।
ଡିସେମ୍ବର4-5 ରେ ଭାରତ ଗସ୍ତରେ ଆସିବେ ରୁଷ ରାଷ୍ଟ୍ରପତି ପୁଟିନ
