ଆଜିକାଲି ଅନେକ ଘରେ ପିଲାଙ୍କୁ ଖାଇବା ଖୁଆଇବା ପାଇଁ ମୋବାଇଲ୍ ଫୋନ୍ କିମ୍ବା ଟିଭିର ସାହାଯ୍ୟ ନିଆଯାଉଛି। କାର୍ଟୁନ୍, ଗୀତ କିମ୍ବା ଭିଡିଓ ଦେଖିବା ସମୟରେ ପିଲାମାନେ ସହଜରେ ଖାଦ୍ୟ ଖାଇଦେଉଥିବାରୁ ଅଭିଭାବକମାନେ ଏହାକୁ […]
Archives
ମାଇକ୍ରୋସଫ୍ଟ ସର୍ଭର ଡାଉନ୍ର ପ୍ରଭାବ ବିମାନ ସେବା ଉପରେ, ଦିଲ୍ଲୀରୁ ୩ଟି ବିମାନ ବାତିଲ୍, ୨ଟି ବିଳମ୍ବ
ବିଶ୍ୱବ୍ୟାପୀ ମାଇକ୍ରୋସଫ୍ଟ ସେବାରେ ଦେଖାଦେଇଥିବା ବୈଷୟିକ ତ୍ରୁଟିର ପ୍ରଭାବ ଏବେ ଭାରତର ବିମାନ ସେବା ଉପରେ ମଧ୍ୟ ପଡ଼ିଛି। ଏହି ସମସ୍ୟା ଯୋଗୁଁ ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରୁ ସ୍ପାଇସ୍ଜେଟ୍ର ୩ଟି ବିମାନ […]
ବାରମ୍ବାର ପେଟ ଫୁଲିବା ସମସ୍ୟାରେ ପଡ଼ୁଛନ୍ତି କି? ଆପଣଙ୍କ ଖାଦ୍ୟପେୟ ହୋଇପାରେ ଏହାର କାରଣ,ଏହି ୪ଟି ଖାଦ୍ୟରୁ ରୁହନ୍ତୁ ସତର୍କ
ଖାଇବା ପରେ ପେଟ ଭାରି ଲାଗିବା, ପେଟ ଫୁଲିଯିବା, ଗ୍ୟାସ୍ ହେବା କିମ୍ବା ପେଟରେ ଅସ୍ୱସ୍ତି ଅନୁଭବ କରିବା ଅନେକ ଲୋକଙ୍କ ପାଇଁ ଏକ ସାଧାରଣ ସମସ୍ୟା ପାଲଟିଛି। ଅନେକ ସମୟରେ ଲୋକେ ଏହାକୁ […]
ରାମଙ୍କୁ ଦେଖିବାକୁ ଯାଇ ରାବଣଙ୍କ ପ୍ରତି ଆକର୍ଷିତ ହେଲେ ଦର୍ଶକ!
ରାମାୟଣ ଉପରେ ଆଧାରିତ ନୂଆ ଚଳଚ୍ଚିତ୍ରକୁ ନେଇ ଏବେ ସୋସିଆଲ ମିଡିଆରେ ଏକ ରୋଚକ ଆଲୋଚନା ଆରମ୍ଭ ହୋଇଛି। କିଛି ମହିଳା ଦର୍ଶକ ସୋସିଆଲ ମିଡିଆରେ ଲେଖିଛନ୍ତି ଯେ ସେମାନେ ଭଗବାନ ରାମଙ୍କୁ ଦେଖିବାକୁ […]
ମୋବାଇଲ୍ ଫୋନ୍ ଟ୍ୟାପିଂ ନେଇ ରାହୁଲ ଗାନ୍ଧୀଙ୍କ ବଡ଼ ଅଭିଯୋଗ
କଂଗ୍ରେସ ନେତା ତଥା ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ପୁଣିଥରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାର୍ବଜନୀନ ମଞ୍ଚରେ ସାମ୍ନାସାମ୍ନି ବିତର୍କ ପାଇଁ ଚ୍ୟାଲେଞ୍ଜ ଦେଇଛନ୍ତି। ଏଥିସହ ତାଙ୍କ ମୋବାଇଲ୍ ଫୋନ୍ ଟ୍ୟାପିଂ […]
ବିଜେଡି ଶାସନ ସମୟରେ ବନ୍ୟାର ସ୍ଥାୟୀ ସମାଧାନ କରିପାରିନଥିଲା ସରକାର: ସୁରେଶ ପୂଜାରୀ
ଗଞ୍ଜାମ ଜିଲ୍ଲାରେ ସାମ୍ପ୍ରତିକ ବନ୍ୟାକୁ ନେଇ ରାଜ୍ୟ ରାଜନୀତିରେ ଆରୋପ-ପ୍ରତ୍ୟାରୋପ ଜୋର ଧରିଛି। ବିରୋଧୀ ଦଳ ନେତା ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ ଗଞ୍ଜାମ ବନ୍ୟାକୁ ମନୁଷ୍ୟକୃତ ବିପର୍ଯ୍ୟୟ ବୋଲି କହିବା ପରେ […]
ରାସ୍ତା ନିର୍ମାଣ ଦାବିରେ ଆନ୍ଧ୍ର ସୀମାନ୍ତରେ ଗ୍ରାମବାସୀଙ୍କ ରାସ୍ତାରୋକ, ୪ ଘଣ୍ଟା ଧରି ଅଟକିଲା ଯାନବାହନ
ଦୀର୍ଘ ୧୦ ବର୍ଷ ଧରି ରାସ୍ତା ନିର୍ମାଣ ଦାବି ପୂରଣ ନହେବାରୁ ଶେଷରେ ରାଜରାସ୍ତାକୁ ଓହ୍ଲାଇଛନ୍ତି ଓଡ଼ିଶା-ଆନ୍ଧ୍ର ସୀମାନ୍ତ ଅଞ୍ଚଳର ଶତାଧିକ ଗ୍ରାମବାସୀ। ରାୟଗଡ଼ା ଜିଲ୍ଲାର କେରେଡ଼ା ନିକଟରେ ରାଞ୍ଚି-ବିଜୟୱାଡ଼ା ଜାତୀୟ କରିଡରକୁ ଅବରୋଧ […]
ଇଣ୍ଡୋନେସିଆର ବାଲିରେ ଆୟୋଜିତ ହେବ ‘ଓଡ଼ିଶା ପରବ’
ଓଡ଼ିଶାର ସମୃଦ୍ଧ କଳା, ସଂସ୍କୃତି, ଐତିହ୍ୟ ଓ ପର୍ଯ୍ୟଟନ ସମ୍ଭାରକୁ ବିଶ୍ୱ ଦରବାରରେ ପହଞ୍ଚାଇବା ପାଇଁ ରାଜ୍ୟ ସରକାର ଏକ ବଡ଼ ପଦକ୍ଷେପ ନେଇଛନ୍ତି। ଇଣ୍ଡୋନେସିଆର ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ ବାଲିରେ ଆସନ୍ତା ନଭେମ୍ବର ୨୩ […]
ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟର ସମ୍ପ୍ରସାରଣ ଯୋଜନାରେ ବଡ଼ ପରିବର୍ତ୍ତନ
ଓଡ଼ିଶାର ଶିଳ୍ପ ଜଗତ ପାଇଁ ଏକ ନିରାଶାଜନକ ଖବର ସାମ୍ନାକୁ ଆସିଛି। ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟ (RSP)ର ପ୍ରସ୍ତାବିତ ସମ୍ପ୍ରସାରଣ ଯୋଜନାରେ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି। ପୂର୍ବରୁ ପ୍ଲାଣ୍ଟର ଉତ୍ପାଦନ କ୍ଷମତାକୁ ବାର୍ଷିକ […]
ଓଇଆରସିରେ ନେତୃତ୍ୱ ସଙ୍କଟ, ବିଦ୍ୟୁତ୍ ଶୁଳ୍କ ନିର୍ଦ୍ଧାରଣ ଓ ୩୦ ହଜାର କୋଟିର ନିବେଶ ଉପରେ ପଡ଼ିପାରେ ପ୍ରଭାବ
ଓଡ଼ିଶାର ବିଦ୍ୟୁତ୍ କ୍ଷେତ୍ରରେ ଦେଖାଦେଇଛି ପ୍ରଶାସନିକ ଅଚଳାବସ୍ଥା। ଓଡ଼ିଶା ବିଦ୍ୟୁତ୍ ନିୟାମକ ଆୟୋଗ (OERC)ରେ ଦୀର୍ଘଦିନ ଧରି ଅଧ୍ୟକ୍ଷ ପଦ ଖାଲି ପଡ଼ିଥିବାରୁ ବିଦ୍ୟୁତ୍ କ୍ଷେତ୍ର ସମ୍ପର୍କିତ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଅଟକି ରହିଛି। […]
