ଲଗାତାର ଦ୍ୱିତୀୟ ଦିନ ପାଇଁ ସୁନା ଭାଙ୍ଗିଲା ସମସ୍ତ ରେକର୍ଡ

ଲଗାତାର ଦ୍ୱିତୀୟ ଦିନ ପାଇଁ ସୁନା ମୂଲ୍ୟ ସମସ୍ତ ରେକର୍ଡ ଭାଙ୍ଗିଛି। ସକାଳ 9:45 ରେ, MCX ରେ ସୁନା 10 ଗ୍ରାମ ପ୍ରତି ₹1.57 ଲକ୍ଷରେ ପହଞ୍ଚିଛି, ଯାହା ପୂର୍ବ ସମସ୍ତ ରେକର୍ଡ ଭାଙ୍ଗିଛି।ରୁପା ପରେ ସୁନାରେ ତୀବ୍ର ବୃଦ୍ଧି ଦେଖାଯାଉଛି।

କମୋଡିଟି ବଜାର ଖୋଲିବା ମାତ୍ରେ ସୁନା ପ୍ରତି 10 ଗ୍ରାମ ପ୍ରାୟ ₹6,000 ବୃଦ୍ଧି ପାଇଲା।

Leave a Reply