‘ଆଶ୍ରମ’ ଓ ‘ଆନିମଲ୍’ ବଦଳାଇଦେଲା ବବି ଦେଓଲଙ୍କ ଭାଗ୍ୟ, ଏବେ ଭିଲେନ୍ ଇମେଜ୍‌ରୁ ବାହାରିବାକୁ ଚାହୁଁଛନ୍ତି ଅଭିନେତା

ମୁମ୍ବାଇ: ବଲିଉଡ୍‌ରେ ଅନେକ ଅଭିନେତାଙ୍କ କ୍ୟାରିୟରରେ ଉତ୍‌ଥାନ-ପତନ ଦେଖିବାକୁ ମିଳେ। କିନ୍ତୁ ବବି ଦେଓଲଙ୍କ କ୍ୟାରିୟରର ଦ୍ୱିତୀୟ ଇନିଂସ୍ ନିଶ୍ଚିତ ଭାବେ ଏକ ଉଦାହରଣ ପାଲଟିଛି। ୯୦ ଦଶକରେ ରୋମାଣ୍ଟିକ୍ ହିରୋ ଭାବେ ଦର୍ଶକଙ୍କ […]

କାଲିଫର୍ଣ୍ଣିଆରେ ବିମାନ ଦୁର୍ଘଟଣା: ୨ ମୃତ, ୨ ଗୁରୁତର

ଫ୍ରେସ୍ନୋ: ଆମେରିକାର କାଲିଫର୍ଣ୍ଣିଆର ଫ୍ରେସ୍ନୋ ସହରରେ ଏକ ଛୋଟ ବିମାନ ଭୟାବହ ଦୁର୍ଘଟଣାର ଶିକାର ହୋଇଛି। ଶନିବାର ଅପରାହ୍ଣରେ ସିଏରା ସ୍କାଏ ପାର୍କ ବିମାନବନ୍ଦର ନିକଟରେ ଘଟିଥିବା ଏହି ଦୁର୍ଘଟଣାରେ ଦୁଇ ଜଣଙ୍କ ମୃତ୍ୟୁ […]

ମାନବ ମୂତ୍ର ଯୋଗୁଁ ମାଉଣ୍ଟ ଏଭରେଷ୍ଟର ହିମବାହ ଦ୍ରୁତ ଗତିରେ ତରଳୁଛି; ପ୍ରତିବର୍ଷ ୨,୫୦୦ ଟନ୍ ବରଫ ପାଣିରେ ପରିଣତ ହେଉଛି।

କାଠମାଣ୍ଡୁ: ବିଶ୍ୱର ସର୍ବୋଚ୍ଚ ଶୃଙ୍ଗ ମାଉଣ୍ଟ ଏଭରେଷ୍ଟକୁ ନେଇ ଆସିଛି ଚିନ୍ତାଜନକ ତଥ୍ୟ। ଗ୍ଲୋବାଲ ୱାର୍ମିଂ ଓ ଜଳବାୟୁ ପରିବର୍ତ୍ତନ ଯୋଗୁଁ ହିମାଳୟର ଗ୍ଲେସିୟରଗୁଡ଼ିକ ଦ୍ରୁତ ତରଳୁଥିବା ବେଳେ ଏବେ ମଣିଷଙ୍କ କାର୍ଯ୍ୟକଳାପ ମଧ୍ୟ […]

ପଞ୍ଜାବ ନିର୍ବାଚନ ପୂର୍ବରୁ ଜନଗଣନା ୨୦୨୭: ୪୦ ପ୍ରଶ୍ନ, ଜାତି ତଥ୍ୟ ଓ ସେଲ୍ଫ ଏନ୍ୟୁମେରେସନ ପୋର୍ଟାଲ

ଚଣ୍ଡିଗଡ଼: ଆସନ୍ତା ପଞ୍ଜାବ ବିଧାନସଭା ନିର୍ବାଚନ ପୂର୍ବରୁ ଦେଶର ଜନଗଣନା-୨୦୨୭କୁ ନେଇ ପ୍ରସ୍ତୁତି ଜୋରଦାର ହୋଇଛି। ଏଥର ଜନଗଣନାରେ ଅନେକ ନୂଆ ବିଶେଷତା ଯୋଡ଼ାଯାଇଛି। ବିଶେଷକରି ଜାତିଭିତ୍ତିକ ତଥ୍ୟ ସଂଗ୍ରହ, ଡିଜିଟାଲ ମାଧ୍ୟମରେ ତଥ୍ୟ […]

ଗଣେଶ ପୂଜାକୁ ଆଉ ୯ ଦିନ, ତଥାପି ହୋଇନି ରାସ୍ତା ମରାମତି

ତାଳଚେର,: ଗଣେଶ ପୂଜାକୁ ପାଇଁ ଦୂରଦୂରାନ୍ତରୁ ଲୋକଙ୍କ ଭିଡ଼ ଜମିଥାଏ। ଆଉ ମାତ୍ର ୯ ଦିନ। ସହରର ଗଣପର୍ବ ପାଇଁ ମେଢ଼, ତୋରଣ ଓ ଆଲୋକସଜାରେ ପୂଜା କମିଟିଗୁଡ଼ିକ ବ୍ୟସ୍ତ ରହିଛନ୍ତି। କିନ୍ତୁ, ଏପର୍ଯ୍ୟନ୍ତ […]

ମାର୍ଚ୍ଚ ଶେଷ କିମ୍ବା ଏପ୍ରିଲ ପ୍ରଥମ ସପ୍ତାହରେ ପଞ୍ଚାୟତ ନିର୍ବାଚନ! ଭୋଟର ତାଲିକା ପ୍ରସ୍ତୁତି ଆରମ୍ଭ

ଭୁବନେଶ୍ୱର: ଓଡ଼ିଶାରେ ଆସନ୍ତା ବର୍ଷ ହେବାକୁ ଥିବା ବହୁ ପ୍ରତୀକ୍ଷିତ ପଞ୍ଚାୟତ ନିର୍ବାଚନକୁ ନେଇ ଏବେଠାରୁ ପ୍ରସ୍ତୁତି ଜୋରଦାର ହୋଇଛି। ପଞ୍ଚାୟତ ନିର୍ବାଚନ ମାର୍ଚ୍ଚ ମାସ ଶେଷ ସୁଦ୍ଧା କିମ୍ବା ଏପ୍ରିଲ ପ୍ରଥମ ସପ୍ତାହରେ […]

ଜଟଣୀରେ ଗଣେଶ ପୂଜା ପ୍ରସ୍ତୁତି ଜୋରଦାର, ଶେଷ ସ୍ପର୍ଶ ଦେବାରେ ବ୍ୟସ୍ତ କାରିଗର

ଜଟଣୀ: ଆଉ କିଛି ଦିନ ପରେ ଆସୁଛି ପବିତ୍ର ଗଣେଶ ପୂଜା। ଏହାକୁ ନେଇ ଖୋର୍ଦ୍ଧା ଜିଲ୍ଲାର ଜଟଣୀ ସହରରେ ଏବେଠାରୁ ଉତ୍ସବମୁଖର ପରିବେଶ ସୃଷ୍ଟି ହୋଇଛି। ବିଶେଷକରି ଗଣେଶ ମୂର୍ତ୍ତି ତିଆରି କରୁଥିବା […]

ଭଦ୍ରକରେ NH-16ରେ କାର-ଅଟୋ ଧକ୍କା, ୪ ଗୁରୁତର; କଟକ ସ୍ଥାନାନ୍ତର ହେବା ସମ୍ଭାବନା

ଭଦ୍ରକ: ଓଡ଼ିଶାର ଭଦ୍ରକ ଜିଲ୍ଲା ଦେଇ ଯାଇଥିବା ଜାତୀୟ ରାଜପଥ-୧୬ରେ ରବିବାର ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ଧାମନଗର ଛକ ନିକଟରେ ଏକ କାର ଓ ଅଟୋରିକ୍ସା ମଧ୍ୟରେ ଧକ୍କା ହେବା ପରେ […]

ଡିଗ୍ରୀ ଓ ଚାକିରି ମଧ୍ୟରେ ଥିବା ଦୂରତା ଦୂର କରିବା ଆବଶ୍ୟକ: ଧର୍ମେନ୍ଦ୍ର ପ୍ରଧାନ

ସମ୍ବଲପୁର: କେବଳ ଡିଗ୍ରୀ ହାସଲ କଲେ ଯୁବପିଢ଼ିଙ୍କ ଭବିଷ୍ୟତ ସୁନିଶ୍ଚିତ ହୋଇପାରିବ ନାହିଁ। ଶିକ୍ଷା ବ୍ୟବସ୍ଥାରେ ଏକାଡେମିକ୍ ଡିଗ୍ରୀ ଓ ଚାକିରିଯୋଗ୍ୟତା ମଧ୍ୟରେ ଥିବା ଦୂରତାକୁ ଦୂର କରିବା ଆବଶ୍ୟକ। ଏଥିପାଇଁ ଛାତ୍ରଛାତ୍ରୀଙ୍କୁ ପାରମ୍ପରିକ […]

ସୋସିଆଲ ମିଡିଆରୁ ଦୂରେଇ ପାଠପଢ଼ା ଓ ଦକ୍ଷତା ବିକାଶରେ ଧ୍ୟାନ ଦିଅ: ମୁଖ୍ୟମନ୍ତ୍ରୀ ମାଝୀ

ଭୁବନେଶ୍ୱର: ଛାତ୍ରଛାତ୍ରୀମାନେ ସୋସିଆଲ ମିଡିଆରେ ଅଯଥା ସମୟ ନଷ୍ଟ ନକରି ପାଠପଢ଼ା, ଦକ୍ଷତା ବିକାଶ ଓ ନିଜ କ୍ୟାରିୟର ଗଠନ ଉପରେ ଧ୍ୟାନ ଦିଅନ୍ତୁ। ଶିକ୍ଷକ ଦିବସ ଅବସରରେ ଛାତ୍ରଛାତ୍ରୀଙ୍କୁ ଏପରି ପରାମର୍ଶ ଦେଇଛନ୍ତି […]