ନିଯୁକ୍ତି ଦାବିରେ ଭୁବନେଶ୍ଵରୀ ଓ ଲିଙ୍ଗରାଜ କୋଇଲା ଖଣିରେ ଥିବା ସାଇଲୋରେ ଭାରତୀୟ ଠିକା ମଜଦୂର ସଂଘ ପକ୍ଷରୁ ଭୁବନେଶ୍ଵରୀ କୋଇଲା ଖଣିର ମହାପ୍ରବନ୍ଧକଙ୍କ କାର୍ଯ୍ୟଳୟ ସମ୍ମୁଖରେ ଗଣ ଧାରଣା ଦିଆଯାଇଛି। ଉଭୟ ଖଣି […]
Tag: talcher
ଛାତ୍ରଛାତ୍ରୀଙ୍କ ବ୍ଲାକ ଡାଇମଣ୍ଡ ମ୍ୟୁଜିୟମ୍ ପରିଦର୍ଶନ
ତାଳଚେର ବ୍ଲକ କଳମଛୁଇଁ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିରର ଛାତ୍ରଛାତ୍ରୀମାନେ ଅନୁଗୁଳ ସହର ହୁଲୁରିସିଂହାରେ ଥିବା ବ୍ଲାକ ଡାଇମଣ୍ଡ ମ୍ୟୁଜିୟମ୍ ପରିଦର୍ଶନ କରିଥିଲେ।ଶିଶୁ ବିକାଶ ସମିତି ଓଡିଶାଙ୍କ ଭ୍ରମଣ ପରିଯୋଜନା ଅନୁଯାୟୀ ବିଦ୍ୟାଳୟର ୬୨ଛାତ୍ରଛାତ୍ରୀଙ୍କୁ ଏହି […]
ତାଳଚେର ଉପଖଣ୍ଡସ୍ତରୀୟ କୃଷି ଯନ୍ତ୍ରପାତି ମେଳା ଆରମ୍ଭ
ତାଳଚେର କଲେଜ ପଡିଆ ପରିସରରେ ଉପଖଣ୍ଡସ୍ତରୀୟ କୃଷି ଯନ୍ତ୍ରପାତି ମେଳା ୧୯ତାରିଖରୁ ଆରମ୍ଭ ହୋଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନ ଯୋଗ ଦେଇଥିଲେ। ମୁଖ୍ୟବକ୍ତା ଭାବେ ପାଲଲହଡ଼ା […]
ତାଳଚେରେ ଟ୍ରେନକୁ ବି ଛାଡ଼ୁ ନାହାନ୍ତି ମାଫିଆ
ତାଳଚେର କୋଇଲା ଖଣି ଅଞ୍ଚଳରେ କୋଇଲା ଚୋରି ଖବର ନିତିଦିନିଆ ପାଲଟିଥିବା ବେଳେ ଏବେ କିଛି ମାଫିଆ ଡିଜେଲ ଉପରେ ନଜର ପକାଇଛନ୍ତି।ଖଣି ଭିତରେ ଥିବା ଟ୍ରକ୍ ସହିତ ଟ୍ରେନରୁ ଡିଜେଲ ଚୋରି କରୁଛନ୍ତି। […]
ଉଡୁଛି ଧୂଆଁ ଜମୁଛି ମଦ ଆସର ଅଭିଯୋଗ ପରେ ବି ପୋଲିସ ନିଷ୍କ୍ରିୟ
ଦିନରାତି ଜମୁଛି ନିଶାଡିଙ୍କ ଆଡ୍ଡା। ଖୋଲା ଆକାଶରେ ଉଡୁଛି ଧୂଆଁ, ଫିଙ୍ଗା ଯାଉଛି ମଦ ବୋତଲ। ପରିସ୍ଥିତି ଏମିତି ହେଲାଣି ଯେ, ସେହି ରାସ୍ତା ଦେକି ଯାତାୟତ କରିବାକୁ ଭୟ କରୁଛନ୍ତି ଲୋକେ। ନିଶାଡିଙ୍କ […]
ପ୍ରତିଭା ମହିଳା ମଣ୍ଡଳ ତରଫରୁ ଶୀତବସ୍ତ୍ର ବିତରଣ
mcl ତାଳଚେର ହିଙ୍ଗୁଳା କୋଇଲା କ୍ଷେତ୍ର ପ୍ରତିଭା ମହିଳା ମଣ୍ଡଳ ତରଫରୁ ପୁରୁଣାକୋଟ ଥାନା ସାତକୋଶିଆ ଅଭୟାରଣ୍ୟ ଅନ୍ତର୍ଗତ ଅଧିବାସୀ ଅଧୁଷତ ପବଲା ଗ୍ରାମରେ ଶହେ ପରିବାରକୁ ଶୀତବସ୍ତ୍ର ସହିତ ରାସନ ସାମଗ୍ରୀ ବିତରଣ […]
ରେଙ୍ଗାଲି ଦକ୍ଷିଣ କେନାଲ ସାଜିଛି ସହରବାସୀଙ୍କ ଡଷ୍ଟବିନ୍
ତାଳଚେର ସହର ଦେଇ ଯାଇଥିବା ରେଙ୍ଗାଳି ରାଇଟ କେନାଲ ଏବେ ତାଳଚେର ସହରବାସୀଙ୍କ ପାଇଁ ଡଷ୍ଟବିନ୍ ପାଲଟିଛି।ସୂଚନା ମୁତାବକ ତାଳଚେର ସହର ପୌରପାଳିକାର ୨୧ଟି ୱାର୍ଡ ରହିଛି।ସେଥି ମଧ୍ୟରୁ ୧୦,୧୧,୧୨,୧୩ଓ୧୮ ନମ୍ବର ୱାର୍ଡ଼ ପାର୍ଶ୍ୱ […]
ଟ୍ରକ ମାଲିକଙ୍କ ଜୀବନ ଜୀବିକା ସଙ୍କଟରେ ବିଧାନ ସଭାରେ ପ୍ରଶ୍ନ ଉଠାଇଲେ ବିଧାୟକ
ତାଳଚେର ଅଞ୍ଚଳର ଟ୍ରକ ମାଲିକଙ୍କ ଜୀବନ ଜୀବିକା ଏବେ ସଂକଟରେ। ଏହି ପ୍ରସଙ୍ଗରେ ତୃତୀୟ ବାର ବିଧାନ ସଭାରେ ପ୍ରଶ୍ନ ଉଠାଇଛନ୍ତି ତାଳଚେର ବିଧାୟକ। ରୋଜଗାର ନଥିବା ବେକାର ଯୁବକମାନେ ଏବେ ଋଣରେ ଟ୍ରକ୍ […]
ଅନୁଗୁଳରେ ଅନଲାଇନ ଠକେଇ ମାମଲା ଶରଣକୁଳରୁ ଗିରଫ ହେଲେ ୪ ଜଣ ସାଇବର ଠକ
ଟେଲିଗ୍ରାମରେ ଲିଙ୍କ ପଠାଇ ବ୍ୟାଙ୍କ ଖାତା ଖାଲି କରି ଦେଉଥିବା ଏକ ସାଇବର ଠକେଇ ରାକେଟକୁ ଧରିଛି ଅନୁଗୁଳ ପୋଲିସ।ଏହି ଗ୍ୟାଙ୍ଗରୁ ୪ ଜଣଙ୍କୁ ଗିରଫ କରିବା ସହ ସେମାଙ୍କ ପାଖରୁ ୬୯ ହଜାର […]
ଆଇଡ୍ରିମ୍ ମ୍ୟାନେଜମେଣ୍ଟ ଏବଂ ନର୍ସିଂ କଲେଜର ବାର୍ଷିକ କ୍ରୀଡା
ତାଳଚେର ବଲ୍ଲର ଛକ ସ୍ଥିତ ଆଇଡ୍ରିମ୍ ମ୍ୟାନେଜମେଣ୍ଟ ଏବଂ ନର୍ସିଂ କଲେଜର ବାର୍ଷିକ କ୍ରୀଡା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ମହାବିଦ୍ୟାଳୟ ପରିସରରେ ହୋଇଥିବା ବିଭିନ୍ନ ପ୍ରତିଯୋଗିତାରେ ଛାତ୍ରଛାତ୍ରୀମାନେ ଭାଗ ନେଇଥିଲେ। ଉଦଯାପନୀ ଉତ୍ସବରେ ମୂଖ୍ୟ […]
