ରବିବାର ଗୌହାଟୀର ବରସାପାରା ଷ୍ଟାଡିୟମରେ ଖେଳାଯାଇଥିବା ତୃତୀୟ ଟି-୨୦ ମ୍ୟାଚ୍‌ରେ ଭାରତୀୟ ବୋଲରମାନେ ଏକ ଶୃଙ୍ଖଳିତ ଏବଂ ଆକ୍ରମଣାତ୍ମକ ପ୍ରଦର୍ଶନ କରି ନ୍ୟୁଜିଲାଣ୍ଡ ବ୍ୟାଟିଂକୁ ସମ୍ପୂର୍ଣ୍ଣ ଭାବରେ ସୀମିତ କରିଥିଲେ।ପ୍ରାୟ ଗୋଟିଏ ବର୍ଷ ପରେ […]