ଦକ୍ଷିଣ ରାଜ୍ୟ କେରଳରେ ଭାରତୀୟ ଜନତା ପାର୍ଟି (ବିଜେପି) ଇତିହାସ ସୃଷ୍ଟି କରିଛି। ଶୁକ୍ରବାର ଅପରାହ୍ନରେ ରାଜଧାନୀ ତିରୁବନନ୍ତପୁରମର ମେୟର ଭାବରେ ଭିଭି ରାଜେଶ ଶପଥ ଗ୍ରହଣ କରିଛନ୍ତି। ଦକ୍ଷିଣ ରାଜ୍ୟ କେରଳରେ ଭାରତୀୟ […]