ବର୍ଷେ ପୂରି ନାହିଁ। ପ୍ରଧାମନ୍ତ୍ରୀଙ୍କ ଗ୍ରାମ୍ୟ ସଡ଼କ ଫାଟି ଆଁ କଲାନି। ତାଳଚେର ବ୍ଲକ୍ ୧୪୯ନମ୍ବର ଜାତୀୟ ରାଜପଥ କଣ୍ଢଳ ତାରିଣୀ ମନ୍ଦିର ଠାରୁ ଗୁରୁଜାଙ୍ଗ ପର୍ଯ୍ୟନ୍ତ ଯାଇଥିବା ପ୍ରଧାମନ୍ତ୍ରୀ ଗ୍ରାମ ସଡ଼କ ରାସ୍ତା […]
Tag: odisha news angul talcher
ଖାଁ ଖାଁ ହେଂସମୂଲ ଗାଁ ଘର ନାହିଁ କେବଳ ଇଟା ଖଣ୍ଡ
ଭୁବନେଶ୍ଵରୀ କୋଇଲା ଖଣି ପକ୍ଷରୁ ଗତକାଲି ତାଳଚେର ବ୍ଲକ୍ ହେଂସମୂଳ ଗ୍ରାମକୁ ଖଣି ଏବଂ ପ୍ରଶାସନର ମିଳିତ ସହଯୋଗରେ ସମ୍ପୂର୍ଣ୍ଣ ଉଚ୍ଛେଦ କରାଯାଇଛି। ଯେଉଁଠି ରାତି ପାହିଲେ ଗ୍ରାମ୍ୟ ପରିବେଶ ସତେଜ ହୋଇ ଉଠୁଥିଲା, […]
ଏକ ମାତ୍ର ନଳକୂପ ପାଖରେ ଲମ୍ବୁଛି ଧାଡ଼ି
ଗାଁ ଦେଇ ଯାଇଛି ପାନୀୟ ଜଳ ଯୋଗାଣ ପାଇପ। ମାତ୍ର ଗ୍ରାମବାସୀଙ୍କୁ ପାନୀୟ ଜଳ ମିଳୁନି। ଏକ ମାତ୍ର ନଳକୂପରୁ ପାଣି ନେବାକୁ ଧାଡ଼ି ଲାମ୍ବୁଛି। ବାରମ୍ବାର ଅଭିଯୋଗ ପରେ ବି ସମସ୍ୟାର ସମାଧାନ […]
ବିନା ସୁରକ୍ଷାରେ ଚାଲିଛି ବିଦ୍ୟୁତ୍ କାମ ପଥଚାରୀଙ୍କ ମଧ୍ୟରେ ଅସନ୍ତୋଷ
ତାଳଚେର ବିଦ୍ୟୁତ୍ ବିଭାଗ ଅଧୀନରେ ହଣ୍ଡିଧୁଆ ଛକ ଠାରୁ ଶର୍ମା ଛକ ପର୍ଯ୍ୟନ୍ତ ବିଦ୍ୟୁତ୍ ଖମ୍ବର ରକ୍ଷଣାବେକ୍ଷଣ କରାଯାଉଛି। ଏହି ସମୟରେ ମୁଖ୍ୟ ରାସ୍ତାରେ ଯାତାୟାତ କରୁଥିବା ଜନସାଧାରଣଙ୍କ ସୁରକ୍ଷାକୁ ଅଣଦେଖା କରାଯାଇଥିବା ଜଣାପଡ଼ିଛି। […]
ସରସ୍ବତୀ ଶିଶୁ ମନ୍ଦିରରେ ସପ୍ତଶକ୍ତି ସଙ୍ଗମ କାର୍ଯ୍ୟକ୍ରମ ଅନୁଷ୍ଠିତ
ତାଳଚେର ବ୍ରାହ୍ମଣ ବିହାର ସ୍ଥିତ ସରସ୍ବତୀ ଶିଶୁ ମନ୍ଦିରରେ ସପ୍ତଶକ୍ତି ସଙ୍ଗମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଅତିଥିଭାବେ ପୂର୍ବତନ ଶିକ୍ଷୟତ୍ରୀ ପଙ୍କଜିନି ସାହୁ ଓ ମୁଖ୍ୟ ବକ୍ତା ଭାବେ ମାମିତା ବେହେରା ଯୋଗଦେଇ […]
ବ୍ୟବସାୟିକ ପ୍ରତିଷ୍ଠାନରେ ନାହିଁ ଅଗ୍ନି ନିରାପତ୍ତା ବ୍ୟବସ୍ଥା
ତାଳଚେର ତଥା ଉପଖଣ୍ଡ ଅଞ୍ଚଳରେ ଦିନକୁ ଦିନ ରାଜପଥ କଡ଼ରେ ସହର ଗଢି ଉଠୁଛି। ସହରରେ ସପିଂ ମଲ୍ , ବଡ଼ ଶୋରୁମ୍, ଶିକ୍ଷାନୁଷ୍ଠାନ, ନର୍ସିଂହୋମ, ବଡ଼ ବ୍ୟବସାୟ ପ୍ରତିଷ୍ଠାନ, ପେଟ୍ରୋଲ ପମ୍ପ ଆଦି […]
ଆଇଲର୍ଣ୍ଣ ଆବାସିକ ଶିକ୍ଷାନୁଷ୍ଠାନ ସମ୍ମାନିତ
ତାଳଚେର ଅଞ୍ଚଳର ଆଇଲର୍ଣ୍ଣ ଶିକ୍ଷାନୁଷ୍ଠାନକୁ ଉତ୍ତମ ଶିକ୍ଷାନୁଷ୍ଠାନ ଭାବେ ଚୟନ କରାଯାଇ ରାଜ୍ୟସ୍ତରୀୟ ପୁରସ୍କାର ପ୍ରଦାନ କରାଯାଇଛି। ବିଗତ ୧୫ ବର୍ଷ ଧରି ଲଗାତାର ଶତ ପ୍ରତିଶତ ସଫଳତା ହାସଲ କରି ଜିଲ୍ଲାରେ ସର୍ବାଧିକ […]
ରାଣୀ ପାର୍କ ଜଙ୍ଗଲ ପ୍ରତି ପର୍ଯ୍ୟଟକ ବିମୁଖ
ପ୍ରଶାସନିକସ୍ତରରେ ଆନ୍ତରିକତା ଅଭାବ କାରଣରୁ ତାଳଚେର ସହର ମଧ୍ୟରେ ରହିଥିବା ରାଣୀ ପାର୍କ ଜଙ୍ଗଲର ସୋନ୍ଦର୍ଯ୍ୟକରଣ ହୋଇପାରି ନାହିଁ। ଫଳରେ ଋତୁରେ ଏହି ଜଙ୍ଗଲ ଆଉ ପର୍ଯ୍ୟଟକଙ୍କୁ ଆକର୍ଷିତ କରିପାରୁ ନଥିବା ଜଣାପଡ଼ିଛି। ଏଥରେ […]
ପାଲଟଣା ଘରେ ରହୁଛନ୍ତି ଗରିବ ଦମ୍ପତି
ଗରିବ, ନିରାଶ୍ରୟ ଲୋକଙ୍କ ପାଇଁ ସରକାର ବିଭିନ୍ନ ଯୋଜନା କରୁଛନ୍ତି। ମୁଣ୍ଡ ଗୁଞ୍ଜିବାକୁ ପକ୍କା ଘର ବି ଯୋଗାଇ ଦେବାର ବ୍ୟବସ୍ଥା କରୁଛନ୍ତି। ହେଲେ ପାଲହଡ଼ା ବ୍ଲକ୍ ମୁଣ୍ଡୁରୀବେଡ଼ା ଗ୍ରାମର ଗରିବ ପିଣ୍ଟୁ ବେହେରାଙ୍କ […]
ତାଳଚେର ରୋଡ଼ ଷ୍ଟେସନ ରାସ୍ତାର ମରାମତି ଦାବି
ତାଳଚେର ଚାଇଁପାଳ ଓଭରବ୍ରିଜ ପାର୍ଶ୍ଵ ରାସ୍ତାଠାରୁ ତାଳଚେର ରୋଡ଼ ଷ୍ଟେସନ ପର୍ଯ୍ୟନ୍ତ ରାସ୍ତା ବିପର୍ଯ୍ୟସ୍ତ ହୋଇ ପଡ଼ିଛି। ଏହି ରାସ୍ତାର ମରାମତି ଏବଂ ଉଭୟ ପାର୍ଶ୍ଵରେ ଆଲୋକିକରଣ ନିମନ୍ତେ ଉପଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି। […]
