ଅନୁଗୁଳ ସଦରଥାନା ପଞ୍ଚମହଲା ନିକଟରୁ ଜଣେ ଯୁବକଙ୍କ ମୃତ ଦେହ ଉଦ୍ଧାର ହୋଇଛି। ସୁଚନା ମୁତାବକ ସଦର ଥାନା ପଞ୍ଚମହଲା ନିକଟ ଏକ ଗଛ ମୂଳରେ ଜଣେ ଯୁବକଙ୍କ ମୃତ ଦେହ ପଡ଼ିଥିବା ଦେଖି […]