ଗୁରୁବାର ଦିନ ଓଡ଼ିଶାର ଭଦ୍ରକ ଜିଲ୍ଲାର ୧୬ ନମ୍ବର ଜାତୀୟ ରାଜପଥରେ ଏକ ଟ୍ରକକୁ ପଛରୁ ଏକ କାର ଧକ୍କା ଦେବାରୁ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ଧାମନଗର ଥାନା ଅନ୍ତର୍ଗତ ବିଷ୍ଣୁପୁର ଛକ […]