କର୍ଣ୍ଣାଟକର ବେଙ୍ଗାଲୁରୁରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଶୁକ୍ରବାର ସକାଳେ ଗ୍ରାମୀଣ ଜିଲ୍ଲା ହୋସକୋଟର ଉପକଣ୍ଠରେ ଏକ ଶୃଙ୍ଖଳିତ ସଡ଼କ ଦୁର୍ଘଟଣାରେ ୭ ଜଣଙ୍କର ମୃତ୍ୟୁ ହୋଇଛି।ପୋଲିସ ଅନୁସାରେ, ଦୁର୍ଘଟଣାଟି ହୋସକୋଟ-ଡାବାସ୍ପେଟ୍ ଜାତୀୟ ରାଜପଥ […]