ବନ୍ତଳା ଶିଶୁ ମନ୍ଦିରରେ ସପ୍ତଶକ୍ତି ସଙ୍ଗମ କାର୍ଯ୍ୟକ୍ରମ

ଅନୁଗୁଳ ବ୍ଲକ ବନ୍ତଳା ସରସ୍ଵତୀ ଶିଶୁ ମନ୍ଦିରରେ ସପ୍ତଶକ୍ତି ସଙ୍ଗମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଶ୍ରୀ ଚନ୍ଦ୍ର ଶେଖର ମହାବିଦ୍ୟାଳର ଅଧ୍ୟାପିକା ସିଟିଲ ପଟ୍ଟନାୟକ ଦ୍ଵୀପ ଦୀପ ପ୍ରଜ୍ବଳନ କରିବା କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା

ଆଚାର୍ଯ୍ୟ କୁନି ସାହୁ ହିନ୍ଦୁ ପରିବାରର ସଙ୍କଳ୍ପନା ବିଷୟରେ ଆଲୋଚନା କରିଥିଲେ। ଆଚାର୍ଯ୍ୟ ଶାନ୍ତିଲତା ପୃଷ୍ଟି କାର୍ଯ୍ୟକ୍ରମ ର ଉଦେଶ୍ୟ ସଂପର୍କ ବିଷୟରେ ବୁଝାଇଥିଲେ।

ମୁଖ୍ୟ ଅତିଥି ଶ୍ରୀମତୀ ପଟ୍ଟନାୟକ ମାତୃଶକ୍ତିର ଗୁରୁତ୍ବ ଉପଲବ୍ଧି କରାଇବା ସହିତ ଉପସ୍ଥିତ ପ୍ରାୟ ୨୦୦ ଶହ ମହିଳାଙ୍କୁ ନାରୀ ଶକ୍ତିର ଜାଗରଣ ସମ୍ପର୍କରେ ବୁଝାଇଥିଲେ।

ଶ୍ରୀ, କୀର୍ତ୍ତି,ବାଣୀ, ସ୍ତୁତି, ମେଧା, ଧୂତି, କ୍ଷମା ପରି ୭ଟି ଶକ୍ତିର ଆଧାର ନାରୀ ବୋଲି ସେ ବର୍ଣ୍ଣନା କରୁଥିଲେ। ଆଚାର୍ଯ୍ୟ ରଞ୍ଜିତା ବେହେରା ଧନ୍ୟବାଦ୍ ଦେଇଥିଲେ।

Leave a Reply