ସାରା ଓଡ଼ିଶାରେ ଶୀତର ପ୍ରକୋପ ବୃଦ୍ଧି ପାଇବାରେ ଲାଗିଛି, ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି ଯେ ଆଗାମୀ କିଛି ଦିନ ପାଇଁ ପ୍ରବଳ ଥଣ୍ଡା ଜାରି ରହିବ। କୁହୁଡ଼ି ଏବଂ ଥଣ୍ଡା […]
Year: 2025
ଟି-୨୦ ପାଇଁ ବାରବାଟୀ ଷ୍ଟାଡିୟମ ପ୍ରସ୍ତୁତ
କଟକର ବାରବାଟୀ ଷ୍ଟାଡିୟମରେ ଡିସେମ୍ବର 9 ତାରିଖରେ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବାକୁ ଥିବା ଟି-20 ଆନ୍ତର୍ଜାତୀୟ ମ୍ୟାଚ୍ ପୂର୍ବରୁ, ଉଭୟ ଦଳ ଆଜି ଅଭ୍ୟାସ ସେସନ୍ କରିବାର କାର୍ଯ୍ୟକ୍ରମ ରହିଛି। […]
ଟି-୨୦ ପାଇଁ ବାରବାଟୀ ଷ୍ଟାଡିୟମ ପ୍ରସ୍ତୁତ
କଟକର ବାରବାଟୀ ଷ୍ଟାଡିୟମରେ ଡିସେମ୍ବର 9 ତାରିଖରେ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବାକୁ ଥିବା ଟି-20 ଆନ୍ତର୍ଜାତୀୟ ମ୍ୟାଚ୍ ପୂର୍ବରୁ, ଉଭୟ ଦଳ ଆଜି ଅଭ୍ୟାସ ସେସନ୍ କରିବାର କାର୍ଯ୍ୟକ୍ରମ ରହିଛି। […]
କଠୋର ଆଇନ ଜାରି କଲେ ଟ୍ରମ୍ପ
ଆମେରିକାରେ ୧୪ ବର୍ଷ ଏବଂ ତା’ଠାରୁ ଅଧିକ ବୟସର ପ୍ରବାସୀ ଯେଉଁମାନେ ବିନା ଅନୁମତିରେ ଦେଶରେ ପ୍ରବେଶ କରିବେ, ସେମାନଙ୍କୁ ଏବେ ୫,୦୦୦ ଡଲାର ଜରିମାନା ଦେବାକୁ ପଡିବ। ଏହି ଜରିମାନା ଆମେରିକା ରାଷ୍ଟ୍ରପତି […]
ମାଲକାନଗିରିରେ ମହିଳାଙ୍କ ମୁଣ୍ଡବିହୀନ ମୃତଦେହ ଉଦ୍ଧାର; ଦୁଇ ଗାଁ ମଧ୍ୟରେ ସଂଘର୍ଷ ଆରମ୍ଭ
ନଦୀରୁ ଜଣେ ମହିଳାଙ୍କ ମୁଣ୍ଡବିହୀନ ମୃତଦେହ ଉଦ୍ଧାର ହେବା ପରେ ମାଲକାନଗିରି ଜିଲ୍ଲାର MV-26 ଏବଂ ରାଖେଲଗୁଡ଼ା ଗାଁରେ ଉତ୍ତେଜନା ଦେଖାଦେଇଛି। ସ୍ଥାନୀୟ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ମୃତ ମହିଳା ଜଣକ ରାଖେଲଗୁଡ଼ା […]
ବଇଣ୍ଡାରେ ପର୍ତ୍ତୁ ବିଭଗ ଡାକ ବଙ୍ଗଳା ନିର୍ମାଣ ପାଇଁ ଜମି ଚିହ୍ନଟ
ଅନୁଗୁଳ ଜିଲ୍ଲା କିଶୋରନଗର ବ୍ଲକ ବଇଣ୍ଡାଠାରେ ନିର୍ମାଣ ହେବାକୁ ଥିବା ପୂର୍ତ୍ତ ବିଭାଗର ଡାକବଙ୍ଗଳା ପାଇଁ ଶନିବାର ଜମି ଚିହ୍ନଟ ହୋଇଛି। ଜାତୀୟ ରାଜପଥ ସମ୍ପ୍ରସାରଣ ସମୟରେ ଡାକ ବଙ୍ଗଳାକୁ ଉଚ୍ଛେଦ କରାଯାଇଥିବା ଆଉ […]
ଅନୁଗୁଳରେ ଶ୍ରମିକଙ୍କୁ ଶୋଷଣ
ଅନୁଗୁଳରେ ମାତିଛନ୍ତି ଲେବର କାର୍ଡ ଏଜେଣ୍ଟ। ୧୮ଶହ ଟଙ୍କା ନେଇ କରିଦେଉଛନ୍ତି ଲେବର କାର୍ଡ। ଅନୁଗୁଳ ଜିଲ୍ଲାରେ ଟଙ୍କା ନେ଼ଇ ଶ୍ରମ କାର୍ଡ କରାଇ ଦେବାକୁ କହି ଚାରି ଆଡେ ବୁଲୁଛନ୍ତି ଏହି ରକେଟ୍ […]
ବଇଣ୍ଡାରୁ ବିଦାୟ ନେଲେ ମା ଲକ୍ଷ୍ମୀ
ଅନୁଗୁଳ ଜିଲ୍ଲା କିଶୋରନଗର ବ୍ଲକ ବଇଣ୍ଡା ସଂଖାରି ସାହିଠାରେ ହୋଇଥିବା ଲକ୍ଷ୍ମୀ ପୂଜାର ଶୁକ୍ରବାର ଭସାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପୂଜା କମିଟି ପକ୍ଷରୁ ମାଆଙ୍କ ମୂର୍ତ୍ତିକୁ ସହର ପରିକ୍ରମା କରାଯାଇଥିଲା। ବାଜା ବାଣ […]
ମାଆଙ୍କ କେଶ ଧୋଇବା କିମ୍ବା ଥଣ୍ଡା ପାଣିରେ ଶିଶୁକୁ ନିମୋନିଆ ହୋଇପାରେ କି? ଜାଣନ୍ତୁ ଡାକ୍ତରଙ୍କ ମତାମତ।
ପ୍ରାୟତଃ ଘରେ ଏହି ବିତର୍କ ଶୁଣାଯାଏ ଯେ ପିଲାର ମାଆ ଥଣ୍ଡା ପାଣିରେ ଗାଧୋଇବା, କେଶ ଧୋଇବା କିମ୍ବା ଥଣ୍ଡା ଶେକ୍ ପିଇବା ଉଚିତ୍ ନୁହେଁ, ନଚେତ୍ ପିଲାଟି ନିମୋନିଆରେ ଆକ୍ରାନ୍ତ ହୋଇପାରେ, କିନ୍ତୁ […]
ଝିଅମାନଙ୍କୁ ମିଳିବ ୨୫,୦୦୦ ଟଙ୍କା, ଜନ୍ମଠାରୁ ଶିକ୍ଷା ପର୍ଯ୍ୟନ୍ତ ଖର୍ଚ୍ଚ ବହନ କରିବେ ସରକାର
କନ୍ୟା ସୁମଙ୍ଗଳା ଯୋଜନା ଅଧୀନରେ, ବାଗପତର ୧୮,୯୧୧ ଝିଅଙ୍କ ଆକାଉଣ୍ଟକୁ ଟଙ୍କା ସ୍ଥାନାନ୍ତର କରାଯାଉଛି। ଏହି ଯୋଜନା ଅଧୀନରେ ଝିଅମାନେ କେବଳ ଦୁଇରୁ ଅଧିକ ଭାଇଭଉଣୀ ନଥିଲେ ଲାଭ ପାଇପାରିବେ। ଲାଭ ଛଅଟି ପର୍ଯ୍ୟାୟରେ […]
